ETV Bharat / city

ସମ୍ବଲପୁରରେ ରାବଣ ପୋଡି ଅନୁଷ୍ଠିତ - ସମ୍ବଲପୁରରେ ରାବଣ ପୋଡି ଅନୁଷ୍ଠିତ

ଆଜି ହେଉଛି ବିଜୟ ଦଶମୀ । ଏହି ଅବସରରେ ଆଜି ସମ୍ବଲପୁର ର ବିଭିନ୍ନ ସ୍ଥାନରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ତେବେ ସମ୍ବଲପୁର ଦଳେଇପଡା ମହାନଦୀ ଭିତରେ ଅନୁଷ୍ଠିତ ହୋଇଥିବା ଇକୋ ଫ୍ରେଣ୍ଡଲୀ ରାବଣ ପୋଡି ଦେଖିବାକୁ ପ୍ରବଳ ଗହଳି ହୋଇଥିଲା । ଅଧିକ ପଢନ୍ତୁ

ସମ୍ବଲପୁରରେ ରାବଣ ପୋଡି ଅନୁଷ୍ଠିତ
ସମ୍ବଲପୁରରେ ରାବଣ ପୋଡି ଅନୁଷ୍ଠିତ
author img

By

Published : Oct 5, 2022, 10:51 PM IST

ସମ୍ବଲପୁର: ଆଜି ହେଉଛି ବିଜୟ ଦଶମୀ । ଏହି ଅବସରରେ ଆଜି ସମ୍ବଲପୁର ର ବିଭିନ୍ନ ସ୍ଥାନରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ତେବେ ସମ୍ବଲପୁର ଦଳେଇପଡା ମହାନଦୀ ଭିତରେ ଅନୁଷ୍ଠିତ ହୋଇଥିବା ଇକୋ ଫ୍ରେଣ୍ଡଲୀ ରାବଣ ପୋଡି ଦେଖିବାକୁ ପ୍ରବଳ ଗହଳି ହୋଇଥିଲା ।

ସମ୍ବଲପୁରରେ ରାବଣ ପୋଡି ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ଯୋଗ ଦେଇଥିଲେ । ସମ୍ବଲପୁରରେ ଶେଷ ହେଲା ରାବଣ ପୋଡ଼ି ଉତ୍ସବ । ଆଜି ସନ୍ଧ୍ୟାରେ ସମ୍ବଲପୁର ଦଳେଇପଦା ମହାନଦୀ ଘାଟରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯୋଗ ଦେଇଥିଲେ । ରାବଣ ଜଳିବା ସମୟରେ ଦୀର୍ଘ ସମୟ ଧରି ରଙ୍ଗାରଙ୍ଗ ଆତସ ବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ରାବଣ ପୋଡ଼ି ଦୃଶ୍ୟକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ମହାନଦୀ କୂଳରେ ଏକତ୍ରିତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.