ETV Bharat / city

15 ହଜାର ଟଙ୍କା ଲାଞ୍ଚ ନେଉଥିଲେ RI, ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ହାତରେ ଧରାପଡିଲେ ପରମାଣପୁର ଆରଆଇ । ପରମାଣପୁର ଆରଆଇ ଭିଖାରୀ ଚରଣ କୁସୁମ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

15 ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ, ଧରିଲା ଭିଜିଲାନ୍ସ

author img

By

Published : Nov 18, 2021, 10:47 PM IST

ସମ୍ବଲପୁର : ଭିଜିଲାନ୍ସ ହାତରେ ଧରାପଡିଲେ ପରମାଣପୁର ଆରଆଇ (RI) । ପରମାଣପୁର ଆରଆଇ ଭିଖାରୀ ଚରଣ କୁସୁମ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଜିଲ୍ଲାର ମାନେଶ୍ୱର ବ୍ଲକର ପରମାଣପୁର ଆରଆଇ ଭିକାରୀ ଚରଣ କୁସୁମ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

15 ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ, ଧରିଲା ଭିଜିଲାନ୍ସ

ଜଣେ ବ୍ଯକ୍ତିଙ୍କ ଠାରୁ ଜମି ପଟ୍ଟା କରିବା ନାଁରେ ଲାଞ୍ଚ ନେଉଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଆରଆଇ ଟଙ୍କା ମାଗିବାରୁ ଏନେଇ ସମ୍ପୃକ୍ତ ବ୍ଯକ୍ତି ଭିଜିଲାନ୍ସରେ ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବତ ଭିକାରୀ ଲାଞ୍ଚ ଟଙ୍କା ନେଉଥିବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସ ବିଭାଗ ପକ୍ଷରୁ ଆରଆଇଙ୍କ ଘର ଓ ଅଫିସ ୨ଟି ସ୍ଥାନରେ ଚଢାଉ ହୋଇଥିଲା।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.