ETV Bharat / city

ସମ୍ବଲପୁରରେ ଖୋଲିବ NIFT ର ବ୍ରାଞ୍ଚ, ଶିଖାଯିବ ସମ୍ବଲପୁରୀ ହସ୍ତତନ୍ତ ଡିଜାଇନିଂ

ସମ୍ବଲପୁରରେ ହେବ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାସନ ଟେକ୍ନୋଲୋଜି (NIFT) ର ଉପକେନ୍ଦ୍ର। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ।

NIFT sub branch in sambalpur
ସମ୍ବଲପୁରରେ ହେବ NIFT ର ଉପକେନ୍ଦ୍ର, ଶିଖାଯିବ ସମ୍ବଲପୁରୀ ହସ୍ତତନ୍ତର ଡିଜାଇନିଂ
author img

By

Published : Dec 10, 2019, 7:29 PM IST

ସମ୍ବଲପୁର: ସମ୍ବଲପୁରରେ ହେବ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାସନ ଟେକ୍ନୋଲୋଜି (NIFT) ର ଉପକେନ୍ଦ୍ର। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ଏହାଦ୍ବାରା ସମ୍ବଲପୁରୀ ହସ୍ତତନ୍ତର ପ୍ରଚାର-ପ୍ରସାର ବଢିବା ସହ ସ୍ଥାନୀୟ ଛାତ୍ରଛାତ୍ରୀ ଫ୍ୟାସନ ଟେକ୍ନୋଲୋଜିରେ ନିଜର କ୍ୟାରିୟର ଗଢିପାରିବେ ।

ସମ୍ବଲପୁରରେ ହେବ NIFT ର ଉପକେନ୍ଦ୍ର, ଶିଖାଯିବ ସମ୍ବଲପୁରୀ ହସ୍ତତନ୍ତର ଡିଜାଇନିଂ

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଧନକଉଡା ବ୍ଳକ ଅଫିସ ପାଖରେ ଥିବା ଏକ ସରକାରୀ କୋଠାରେ ଆରମ୍ଭ ହେବ ବୋଲି ଜଣାପଡିଛି। ଏଠାରେ ‘5ଟି’ ପାଠ୍ୟକ୍ରମ ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରଥମେ 3 ମାସିଆ ଓ 6 ମାସିଆ କୋର୍ସ ଦିଆଯିବ। ଏହାପରେ ଏକ ବର୍ଷ ଓ 2 ବର୍ଷିଆ ସାର୍ଟିଫିକେଟ କୋର୍ସର ପାଠ୍ୟକ୍ରମ ଖୋଲିବ। ଏଠାରେ ସମ୍ବଲପୁରୀ ହସ୍ତତନ୍ତର ଡିଜାଇନିଂ, ଟେକ୍ସଟାଇଲ ଡିଜାଇନିଂ, ପ୍ରଡକ୍ସସନ ବ୍ରାଣ୍ଡିଙ୍ଗ, ଫେସନ କମ୍ୟୁନିକେସ ଓ ଫେସନ ମ୍ୟାନେଜମେଣ୍ଟ ଆଦି କୋର୍ସ ରହିବ ବୋଲି ସୂଚନା ମିଳିଛି।

ସେପଟେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ ସ୍ବାଗତ କରିଛନ୍ତି। ସେହିପରି ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା କିଛି ମହିଳା ବ୍ୟବସାୟୀ ମଧ୍ୟ ଏହାର ସ୍ବାଗତ କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ହେବ NIFT ର ଉପକେନ୍ଦ୍ର। ଏହା ସହ ପଶ୍ଚିମ ଓଡ଼ିଶାର ଶିକ୍ଷା ର ହବ କୁହାଯାଉଥିବା ଆଉ ଏକ ଜାତୀୟ ସ୍ତରୀୟ ଶିକ୍ଷା ଅନୁଷ୍ଠାନ ଖୋଲି ବାକୁ ଯାଉଛି।ଏହା ଦ୍ୱାରା ସମ୍ବଲପୁରୀ ହସ୍ତତନ୍ତ ର ପ୍ରଚାର ଓ ପ୍ରସାର ବଢିବା ସହ ସ୍ଥାନୀୟ ଛାତ୍ର ଛାତ୍ରୀ ଫେସନ ଟେକ୍ନୋଲୋଜି ରେ ନିଜର କ୍ୟାରିଅର ଗଢିପାରିବେBody:ସମ୍ବଲପୁର ରେ ହେବ NIFT ର ସବ ସେଣ୍ଟର। ଏନେଇ ସମ୍ବଲପୁର ଜିଲ୍ଳାପାଳ ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଧନକଉଡା ବ୍ଳକ ଅଫିସ ପାଖରେ ରେ ଏକ ସରକାରୀ କୋଠା ରେ ଆରମ୍ଭ ହେବ ବୋଲି ଜଣାପଡିଛି। ପ୍ରାଥମିକ ପର୍ଯ୍ୟାୟରେ 5 ଟି ପାଠ୍ୟ କ୍ରମ ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରଥମେ 3 ମସିଆ ଓ 6 ମାସିଆ କୋର୍ସ ଦିଆଜିବ। ଏହାପରେ ଏକ ବର୍ଷ ଓ 2 ବର୍ଷିଆ ସାର୍ଟିଫିକେଟ କୋର୍ସ ର ପାଠ୍ୟକ୍ରମ ଖୋଲିବ।ଏଠାରେ ସମ୍ବଲପୁରୀ ହସ୍ତତନ୍ତ ର ଡିଯାଇନିଂ, ଟେକ୍ସ୍ଟଟାଇଲ ଡିଯାଇନିଂ,ପ୍ରଡକ୍ସସନ ବ୍ରାଣ୍ଡିଙ୍ଗ, ଫେସନ କମ୍ୟୁନିକେସ, ଓ ଫେସନ ମ୍ୟାନେଜମେଣ୍ଟ ଆଦି କୋର୍ସ ରହିବ ବୋଲି ସୂଚନା ମିଳିଛି।

ବାଇଟ-1-ଶୁଭମ ସକ୍ସେନା, ଜିଲ୍ଲାପାଳ, ସମ୍ବଲପୁର।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କୁ ଛାତ୍ର ଛାତ୍ରୀ ସ୍ୱାଗତ କରିଛନ୍ତି।ଏହା ସହ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କିଛି ମହିଳା ବ୍ୟବସାୟୀ ମଧ୍ୟ ଏହାର ସ୍ୱାଗତ କରିଛନ୍ତି।ଏହା ଦ୍ୱାରା ନିଯୁକ୍ତି ସୁଯୋଗ ବଢିବା ସହ ଏହି କ୍ଷେତ୍ରରେ କ୍ୟାରିଅର ଗଡ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଚର୍ଚ୍ଚା ହେଉଛି।

ବାଇଟ-2-ଶାନତା ପଣ୍ଡା, ଫେସନ ଡିଯାଇନର, ବ୍ୟବସାୟୀ। ଦୋକାନରେ ବାଇଟ ଅଛି।

ବାଇଟ-3-ମିମାଂସା ରଥ, ଛାତ୍ରୀ।। ଆଉଟ ଡୋର ବାଇଟ।Conclusion:ସମ୍ବଲପୁର ରେ ଆଉଗୋଟିଏ ଜାତୀୟ ସ୍ତରର ଶିକ୍ଷା ଅନୁଷ୍ଠାନ ହେବାକୁ ଥୁବାରୁ ଲୋକେ ଏହାକୁ ସ୍ୱାଗତ କରିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.