ETV Bharat / city

3 ଦିନ ପରେ ମହାନଦୀରୁ ମିଳିଲା ନିଖୋଜ ନାବାଳିକାର ମୃତଦେହ - ମହାନଦୀ ବୁଡି ଘଟଣା

ମହାନଦୀ ବୁଡି ଘଟଣା । 3 ଦିନ ପରେ ନିଖୋଜ ନାବାଳିକା ପିଙ୍କି ବିଶ୍ଵକର୍ମାଙ୍କ ମୃତଦେହ ଠାବ କଲା ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 9, 2019, 7:08 PM IST

ସମ୍ବଲପୁର: 3 ଦିନ ପରେ ସମ୍ବଲପୁର ମହାନଦୀରେ ବୁଡି ନିଖୋଜ ନାବାଳିକା ପିଙ୍କି ବିଶ୍ବକର୍ମାଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ । ତିନି ଦିନର ସର୍ଚ୍ଚ ଅପରେସନ ପରେ ଆଜି ଦ୍ଵିତୀୟ ମହାନଦୀ ସେତୁର ବିନାଖଣ୍ଡି ଅଞ୍ଚଳରୁ ମହାନଦୀ ଗର୍ଭରୁ ନିଖୋଜ ପିଙ୍କିଙ୍କ ମୃତଦେହ ଠାବ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର

ସୂଚନା ଯୋଗ୍ୟ ଯେ ଗତ 6 ତାରିଖ ରବିବାର ପ୍ରାୟ ଦିନ 11 ଟା ସମୟରେ ସମ୍ବଲପୁର ବଡବଜାର ସଡକ ଘାଟରେ ମହାନଦୀରେ ଗାଧୋଇବାକୁ ଯାଇଥିବା ବେଳେ 6 ଜଣ ନାବାଳିକା ପାଣିରେ ଭାସିଯାଇଥିଲେ । ସେହିଦିନ ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ପିଙ୍କି ନିଖୋଜ ହୋଇଯାଇଥିଲେ । ସେହିଦିନ ଠାରୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି ରଖିଥିଲା ।

ସମ୍ବଲପୁର ଜରୁରୀକାଳୀନ ଅଧିକାରୀ ଶୁଭଶ୍ମିତା ମିଶ୍ର ଓ କ୍ଷେତରାଜପୁର ଥାନା ଅଧିକାରୀ ମମତା ନାଏକ ପ୍ରମୁଖ ଉଦ୍ଧାରକାର୍ଯ୍ୟ ସମୟରେ ଉପସ୍ଥିତ ଥିଲେ । ମୃତକଙ୍କ ପରିବାରଙ୍କୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୁଭସ୍ମିତା ମିଶ୍ର କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ କୁମାର ରାଣା, ଇଟିଭି ଭାରତ

Intro:ଗତ 6 ତାରିଖ ରବିବାର ର ମହାନଦୀରେ ବୁଡି ଘଟଣା,3 ଦିନ ପରେ ନିଖୋଜ ବାଳିକା ପିଙ୍କି ବିଶ୍ଵକର୍ମା ଙ୍କ ମୃତ ଦେହ ଠାବ କଲା ଓ ଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ।Body:.. ଶେଷରେ 3 ଦିନ ର ପରେ ସମ୍ବଲପୁର ମହାନଦୀରେ ବୁଡି ନିଖୋଜ ଥିବା ବାଳିକା ପିଙ୍କି ବିଶ୍ୱକର୍ମା ଙ୍କ ମୃତ ଦେହକୁ ଉଦ୍ଧାର କରିଛି ଓଡ୍ରାଫ ଟିମ।3 ଦିନର ସର୍ଚ୍ଚ ଅପରେସନ ପରେ ଆଜି ଦ୍ଵିତୀୟ ମହାନଦୀ ସେତୁର ବିନାଖଣ୍ଡି ଅଞ୍ଚଳ ରୁ ମହାନଦୀ ଗର୍ଭରୁ ନିଖୋଜ ବାଳିକା ପିଙ୍କି ବିଶ୍ଵକର୍ମା ଙ୍କ ମୃତ ଦେହ ଠାବ ହୋଇଛି।ସୂଚନା ଯୋଗ୍ୟ ଯେ ଗତ 6 ତାରିଖ ରବିବାର ପ୍ରାୟ ଦିନ 11 ଟା ସମୟରେ ସମ୍ବଲପୁର ବଦବଜାର ର ସଡକ ଘାଟ ରେ ମହାନଦୀରେ ଗାଧୋଇ ବାକୁ ଯାଇଥିବା ବେଳେ 6 ଜଣ ନାବାଳିକା ପାଣିରେ ଭାସିଯାଇଥିଲେ । ସେହିଦିନ ଏମାନଙ୍କ ମଧ୍ୟରୁ 5 ଜଣଙ୍କୁ ସ୍ଥାନୀୟ ଲୋକମାନେ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ପିଙ୍କି ବିଶ୍ଵକର୍ମା ନାମକ ଏହି ବାଳିକା ଜଣକ ନିଖୋଜ ହୋଇଯାଇଥିଲେ।ସେହି ଦିନଠାରୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ର ସର୍ଚ୍ଚ ଅପରେସନ ଜାରି ରହିଥିଲା।Conclusion:ସମ୍ବଲପୁର ଜରୁରୀକାଳୀନ ଅଧିକାରୀ ଶୁଭଶ୍ମିତା ମିଶ୍ର ଓ କ୍ଷେତରାଜପୁର ଥାନା ଅଧିକାରୀ ମମତା ନାଏକ ପ୍ରମୁଖ ଉଦ୍ଧାର କାର୍ଯ୍ୟ ସମୟରେ ଉପସ୍ଥିତ ଥିଲେ।ମୃତକଙ୍କ ପରିବାର ଲୋକଙ୍କୁ 4 ଲକ୍ଷ ଟଙ୍କା ର ସରକାରୀ ସହାୟତା ଦିଆଜିବ ବୋଲି ଜରୁରୀକାଳୀନ ଅଧିକାରୀ ଶୁଭସ୍ମିତା ମିଶ୍ର କହିଛନ୍ତି।

ବାଇଟ-1-ଶୁଭସ୍ମିତା ମିଶ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ।ସମ୍ବଲପୁର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.