ETV Bharat / city

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି: ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କଲା କୋଶଲ ସେନା

author img

By

Published : Jul 29, 2022, 10:45 PM IST

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତରାଞ୍ଚଳ ଆରଡିସି କାର୍ଯ୍ୟାଳୟ ଘେରାଉ କଲା କୋଶଲ ସେନା । ଅଧିକ ପଢନ୍ତୁ

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କଲା କୋଶଲ ସେନା

ସମ୍ବଲପୁର: ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତରାଞ୍ଚଳ ଆରଡିସି କାର୍ଯ୍ୟାଳୟ ଘେରାଉ କଲା କୋଶଲ ସେନା । ଆଜି ସମ୍ବଲପୁରରେ କୋଶଲ ସେନାର ସଦସ୍ୟ ମାନେ "କୋଶଲ ଜୀବିତ ଯାତ୍ରା" ବାହାର କରି ସହର ପରିକ୍ରମା କରିବା ସହ ଆରଡିସି କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କୋଶଲ ରାଜ୍ୟ ଦାବି ନେଇ ଅଭିନବ କୋଶଲ ଜୀବିତ ଯାତ୍ରା" ବାହାର କଲା କୋଶଲ ସେନା । ଜୀବିତ ବ୍ୟକ୍ତିଙ୍କୁ ଶବପରି କାନ୍ଧରେ ବୋହି ଶୋଭଯାତ୍ରା ବାହାର କରିଥିଲା । କୋଶଲ ଆନ୍ଦୋଳନ ଜୀବିତ ଅଛି ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସୁଚେଇବା ଉଦ୍ଦେଶ୍ୟରେ ଏହି ଅଭିନବ ଯାତ୍ରା ବାହାର କରିଥିଲା କୋଶଲ ସେନା । ପଶ୍ଚିମ ଓଡିଶାର 2 କୋଟି ଲୋକଙ୍କ ଭାବନା କୁ ଅବହେଳା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି କୋଶଲ ସେନା ଅଭିଯୋଗ କରିଛି । ଏଥିପାଇଁ କୋଶଲ ରାଜ୍ୟ ଗଠନ ପାଇଁ ଦାବି କରିଛି କୋଶଲ ସେନା।

ସମ୍ବଲପୁର ଧନୁପାଲି ଠାରୁ ଏହି ଶୋଭାଯାତ୍ରା ବାହାରି ଆର ଡି ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା।ଏହାପରେ ଅର ଡି ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଘେରାଉ କରାଯାଇଥିଲା।ପରବର୍ତ୍ତୀ ସମୟରେ ଆରଡିସିଙ୍କ ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.