ETV Bharat / city

ହୀରାକୁଦରୁ ଖୋଲିଲା ଆଉ 2 ଗେଟ, 44 ଗେଟ ଦେଇ ଜଳ ନିଷ୍କାସନ ଜାରି - Hirakud dam update

ହୀରାକୁଦରୁ ଖୋଲିଲା ଆଉ 2 ଗେଟ । ମୋଟ 44 ଗେଟ ଦେଇ ଜଳ ନିଷ୍କାସନ ଜାରି । ଅଧିକ ପଢନ୍ତୁ...

ହୀରାକୁଦରୁ ଖୋଲିଲା ଆଉ 2 ଗେଟ, 42 ଗେଟ ଦେଇ ଜଳ ନିଷ୍କାସନ ଜାରି

author img

By

Published : Aug 29, 2020, 7:34 AM IST

Updated : Aug 29, 2020, 10:49 AM IST

ସମ୍ବଲପୁର:ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହୀରାକୁଦ ଡ୍ୟାମରୁ 44 ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି । ଲେଫ୍ଟ ଡାଇକରେ 29 ଟି ଗେଟ ଓ ରାଇଟ ଡାଇକରେ 15ଟି ଗେଟ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।

ହୀରାକୁଦରୁ ଖୋଲିଲା ଆଉ 2 ଗେଟ, 42 ଗେଟ ଦେଇ ଜଳ ନିଷ୍କାସନ ଜାରି

ତେବେ ଶୁକ୍ରବାର ପର୍ଯ୍ୟନ୍ତ 40ଟି ଗେଟ ଖୋଲା ଥିବାବେଳେ ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଆଜି ପୁଣି 4ଟି ଗେଟକୁ ପର୍ଯ୍ୟାୟକ୍ରମରେ ଖୋଲାଯାଇଛି। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର 626.65 ଫୁଟ ରହିଛି।

ବର୍ତ୍ତମାନ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ଡ୍ୟାମକୁ 8,99,786 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ 44 ଟି ଗେଟ ଜରିଆରେ 7,28,258 କ୍ୟୁସେକ ଜଳ ନିଷ୍କାସିତ କରାଯାଉଛି । ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଆଗକୁ ଆହୁରି ଗେଟ୍‌ ଖୋଲାଯିବାର ସମ୍ଭାବନା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 29, 2020, 10:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.