ETV Bharat / city

ନିର୍ବାଚନ ବେଳେ ମଦ କାରବାର ନେଇ ଚିନ୍ତା, ଗଠନ ହେବ ସ୍ୱତନ୍ତ୍ର ସ୍କ୍ୱାର୍ଡ - supply

ନିର୍ବାଚନ ବେଳେ ବେଆଇନ ମଦ କାରବାରକୁ ନେଇ ଚିନ୍ତା। ଏହାକୁ ରୋକିବା ପାଇଁ ଏବେଠୁ ଚାଲିଛି ପ୍ରସ୍ତୁତି। ଉଭୟ ଓଡିଶା ଓ ଛତିଶଗଡ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ବୈଠକ କରିଛନ୍ତି। ଓଡ଼ିଶା ସରକାରଙ୍କ ସମ୍ବଲପୁର ଡିଭିଜନ, ବ୍ରହ୍ମପୁର ଡିଭିଜନ ଓ ଛତିଶଗଡ଼ ପୂର୍ବାଞ୍ଚଳ ଡିଭିଜନର ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ। ଉଭୟ ରାଜ୍ୟର ପ୍ରତ୍ୟେକ ଷ୍ଟେସନରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ହୋଇଛି ନିଷ୍ପତ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Feb 28, 2019, 3:36 PM IST

ସମ୍ବଲପୁର:ଆସୁଛି ସାଧାରଣ ନିର୍ବାଚନ । ଆଉ ଠିକ ଏହା ପୂର୍ବରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁରରେ ଅନୁଷ୍ଠିତ ହୋଇଛି ଯୁଗ୍ମ ସମନ୍ବୟ ବୈଠକ । ନିର୍ବାଚନ ସମୟରେ ବେଆଇନ ମଦ କାରବାର ପ୍ରତ୍ୟେକ୍ଷରେ ବା ପରୋକ୍ଷରେ ଅସୁବିଧା ସୃଷ୍ଟି କରିଥାଏ । ନୀରିହ ଓ ଅଜ୍ଞ ଭୋଟରଙ୍କୁ ପ୍ରଭାବିତ କରିଥାଏ ଏହି ମଦ କାରବାର । ଏହା ଉପରେ କିପରି ରୋକ ଲଗାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ମାଦ ମାଫିଆମାନେ ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ସକ୍ରିୟ ହୋଇଉଠନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ରୋକିବା ଉଭୟ ଓଡିଶା ଓ ଛତିଶଗଡ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥାଏ । ତେଣୁ ରାଜ୍ୟ ରାଜ୍ୟ ମଧ୍ୟରେ କିପରି ସୂଚନା ଆଦାନ ପ୍ରଦାନ କରି ମଦ ମାଫିଆଙ୍କୁ ଗିରଫ କରାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରୁଛି ଅବକାରୀ ବିଭାଗ ।

ସମ୍ବଲପୁରରୁ ବାଦଶାହା ଜୁସମନ ରଣା, ଇଟିଭି ଭାରତ

Slug- ପାକିସ୍ତାନ ଉପରେ ଭାରତର ଆକ୍ରମଣକୁ ନେଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କଲେ ଗ୍ରାମବାସୀ

Format- AVB

Place- Khurda,26.2.19

Report- Govind Chandra Panda

ଆଙ୍କର : 14 ତାରିଖ ପାକିସ୍ତାନର ଆତଙ୍କୀ ସଂଗଠନ ପକ୍ଷରୁ ଅପ୍ରତ୍ୟାଶିତ ଭାବେ ଭାରତର ପୁଲବମା ଠାରେ ଆକ୍ରମଣରେ 40 ବୀର ଯବାନ ସହିଦ ହୋଇଥିଲେ । ସେତେବେଳେ ସାରା ଦେଶ ଲୁହର ସାଗରରେ ଭାସିଥିଲା । କିନ୍ତୁ ଆଜି ଭୋର ସମୟରେ ଯେଉଁଭଳି ଭାବେ ଭାରତୀୟ ବାୟୁ ସେନା ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରି ଶତାଧିକ ଆତଙ୍କୀ ମାନଙ୍କୁ ନିପାତ କରିଥିଲା ସେଥିରେ ସବୁ ଭାରତୀୟ ଖୁସିହୋଇ ଉତ୍ସବ ପାଳନ କରିଛନ୍ତି । ସେହିଭଳି ଅଜି ସନ୍ଧ୍ୟାରେ ବେଗୁନିଆ ବ୍ଲକ ବଡ଼ବେରଣା ବଜାର କମିଟି ଏବଂ ବ୍ରହ୍ମା ସେନା ଯୁବ ପରିଷଦ ମିଳିତ ଭାବେ47 ନଂ ରାଜ୍ୟ ରାଜପଥ ଉପରେ ବାଣ ଫୁଟାଇ ପାକିସ୍ତାନ ବିରୋଧୀ ନାରା ଦେଇ ନାଚି ଖୁସି ମାନଇଥିବା ଦେଖାଦେଇଥିଲା ।

ବାଇଟ - ଉମାକାନ୍ତ ରଣା ,ଗ୍ରାମବାସୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ନ୍ୟୁଜ

Visual by MOJO
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.