ETV Bharat / city

ସମ୍ବଲପୁରରେ ଡବଲ ମର୍ଡର: କମେଣ୍ଟକୁ କେନ୍ଦ୍ର କରି ଗୋଡାଇ ଗୋଡାଇ ହାଣିଲେ - ଗୋଡ କାଟି 2 ଭାଇଙ୍କୁ ହତ୍ୟା

କମେଣ୍ଟମରାକୁ କେନ୍ଦ୍ର କରି 2 ଭାଇଙ୍କୁ ହତ୍ୟା । ସମ୍ବଲପୁର ଯୁଯୁମରାରେ ଅଭାବନୀୟ ଘଟଣା । ଘଟଣାରେ ଆଉ 2 ଜଣ ଗୁରୁତର ।

ପ୍ରତିକାତ୍ମକ ଫଟୋ
author img

By

Published : Sep 24, 2019, 7:55 AM IST

Updated : Sep 24, 2019, 9:18 AM IST

ସମ୍ବଲପୁର: ଯୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲରେ ଡବଲ ମର୍ଡର। ହତ୍ୟାକାଣ୍ଡରେ ଗୋଟିଏ ପରିବାରର2 ଭାଇ ପ୍ରାଣ ହରାଇଛନ୍ତି। ଆଉ ଜଣେ ଭାଇ ଗୁରୁତର ଅଛନ୍ତି। ଗୁରୁତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଗୋଟିଏ ଗୋଡ଼ କାଟି ଦିଆଯାଇଛି। ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହାସହ ଆଉ 2 ଜଣ ମଧ୍ୟ ଆହତ ଅଛନ୍ତି।

ସମ୍ବଲପୁରରେ ଡବଲ ମର୍ଡର:

ଗାଁର ଜଣେ ଝିଅକୁ କମେଣ୍ଟ ଓ ମାରପିଟ ଘଟଣାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। କମେଣ୍ଟ ମାରିଥିବା ଯୁବଗୋଷ୍ଠୀଙ୍କୁ ଆକ୍ରମଣରେ ଗତରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ମାନେ ହେଲେ ଭଣ୍ଡାରୀମାଲ ତାଲିପଡାର ଶଶୀଭୂଷଣ କୁମରା ଓ ଅରବିନ୍ଦ କୁମରା। ଆହତ ଜଣକ ହେଲେ ବିଭୁତି ଭୂଷଣ କୁମୁରା ଓ ନନ୍ଦଲାଲ ଭୁଏ।

ବର୍ତ୍ତମାନ ସୁଦ୍ଧା ଆଉ ଜଣଙ୍କ ପରିଚୟ ମିଳିନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମୃତାହତ ମାନେ ଝିଅଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି। ଏହାର ତଦନ୍ତ ଅତିରିକ୍ତ ଏସପି ପି କେ ମହାପାତ୍ର କରୁଥିବା ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

Intro:ସମ୍ବଲପୁର ଯୁଜୁମୁରା ଥାନା ଅଞ୍ଚଳରେ ଡ଼ବଲ ମର୍ଡର ।କମେଣ୍ଟ ମରାକୁ କେନ୍ଦ୍ର କରି ମର୍ଡର ହୋଇଥିବା ସନ୍ଦେହBody:ସମ୍ବଲପୁର ଯୁଜୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଠାରେ ଡବଲ ମର୍ଡର। ହତ୍ୟାକାଣ୍ଡ ରେ ଗୋଟିଏ ପରିବାର ରତ2 ଭାଇ ପ୍ରାଣ ହରାଇଛନ୍ତି।ଆଉ ଜଣେ ଭାଇ ଗୁରୁତର ଅଛନ୍ତି।ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଗୋଟିଏ ଗୋଡ଼ କାଟି ଦିଆଯାଇଛି।ତାଙ୍କୁ ବୁର୍ଲା ମେଡ଼ିକାଲ ରେ ଭର୍ତି କରାଯାଇଛି। ଏହା ସହ ଆଉ 2 ଆହତ ଅଛନ୍ତି।ଗାଁର ଏକ ଝିଅକୁ କମେଣ୍ଟ ଓ ମାର ପିଟ ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।କମେଣ୍ଟ ମାରିଥିବା ଯୁବ ଗୋଷ୍ଠି ନ୍କ ଆକ୍ରମଣରେ ଗତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।ମୃତକ ମାନେ ହେଲେ ଭଣ୍ଡାରୀମାଲ ତାଲିପଡା ର ଶଶୀଭୂଷଣ କୁମରା ଓ ଅରବିନ୍ଦ କୁମରା ବୋଲି ଜଣାପଡିଛି। ଆହତ ଜଣକ ହେଲେ ବିଭୁତି ଭୂଷଣ କୁମୁରା ଓ ନନ୍ଦଲାଲ ଭୁଏ।ଆଉ ଜଣେ ଲୋକ ପରିଚୟ ମିଳିନାହିଁ।ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।ମୃତାହତ ଲୋକେ ଝିଅଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି। ଏହାର ତଦନ୍ତ ଅତିରିକ୍ତ ଏସପି ପି କେ ମହାପାତ୍ର କରୁଛନ୍ତି।Conclusion:ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।
Last Updated : Sep 24, 2019, 9:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.