ETV Bharat / city

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ଶୁକ୍ରବାର ଆନ୍ଦୋଳନ କରିବ ସେଣ୍ଟ୍ରାଲ ଆକ୍ସନ କମିଟି

author img

By

Published : Jul 7, 2022, 1:46 PM IST

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି । ଆସନ୍ତା 8ରେ ସେଣ୍ଟ୍ରାଲ ଆକ୍ସନ କମିଟି ସହରରେ କରିବ ଆନ୍ଦୋଳନ । ଅଧିକ ପଢନ୍ତୁ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି:8ରେ ଆନ୍ଦୋଳନ ପାଇଁ ସଜବାଜ ସେଣ୍ଟ୍ରାଲ ଆକ୍ସନ କମିଟି

ସମ୍ବଲପୁର: ଦିନକୁ ଦିନ ତେଜୁଛି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ଆସନ୍ତା 8 ତାରିଖରେ ସମ୍ବଲପୁରରେ ହେବ ହାଇକୋର୍ଟ ବେଞ୍ଚ ପାଇଁ ଆନ୍ଦୋଳନ । ପଶ୍ଚିମ ଓଡିଶା ଓକିଲ ସଂଘ ସମୁହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି କ୍ରମେ ବୁଧବାର ଜିଲ୍ଲା ଓକିଲ ସଂଘ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ବରିଷ୍ଠ ନାଗରିକଙ୍କୁ ଏକ ବୈଠକ ହୋଇଥିଲା ।

ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁସାରେ ଆସନ୍ତା 8 ତାରିଖରେ ଜିଲ୍ଲା ଓକିଲ ସଂଘ, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସାଧରଣ ଲୋକଙ୍କୁ ନେଇ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ନେଇ ସହରରେ ଏକ ବିଶାଳ ଶୋଭଯାତ୍ରା ଅନୁଷ୍ଠିତ ହେବ । ଏହାପରେ ଉତ୍ତରାଞ୍ଚଳ ଆରଡିସି ଅଫିସ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହେବାସହ ଆରଡିସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ । ଏହାପରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସରକାର କୌଣସି ପ୍ରକାର ପଦକ୍ଷେପ ନ ନେଲେ । ଆଗକୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.