ETV Bharat / city

ଥାନାରେ ରାତି କାଟିଲେ ବିଜେପି ନେତା - bjp protest

ବିଜେପି ପକ୍ଷରୁ ଚାଷୀ ଅଧିକାର ରାଲି ସହ ଆରଡିସି ଅଫିସ ଘେରାଉ ପରେ ବରିଷ୍ଠ ବିଜେପି ନେତାମାନଙ୍କୁ ପ୍ରିଭେଣ୍ଟିଭ ଆରେଷ୍ଟ କରାଯାଇ ଟାଉନ ଥାନାରେ ରଖାଯାଇଥିଲା। ସମସ୍ତ ନେତା ଆରଡିସିଙ୍କୁ ନଭେଟିବା ପର୍ଯ୍ୟନ୍ତ ଥାନରୁ ଉଠିବେନି ବୋଲି ଅଡ଼ି ବସିଥିଲେ। ଅଧିକ ପଢନ୍ତୁ...

ଥାନାରେ ରାତି କଟିଲେ ବିଜେପି ନେତା
ଥାନାରେ ରାତି କଟିଲେ ବିଜେପି ନେତା
author img

By

Published : Jan 22, 2021, 10:28 AM IST

Updated : Jan 22, 2021, 12:13 PM IST

ସମ୍ବଲପୁର: ଥାନାରେ ରାତି କଟାଇଲେ ବରିଷ୍ଠ ବିଜେପି ନେତା। ଗୁରୁବାର ବିଜେପି ପକ୍ଷରୁ ଚାଷୀ ଅଧିକାର ରାଲି ସହ ଆରଡିସି ଅଫିସ ଘେରାଉ ପରେ ବରିଷ୍ଠ ବିଜେପି ନେତାମାନଙ୍କୁ ପ୍ରିଭେଣ୍ଟିଭ ଆରେଷ୍ଟ କରାଯାଇ ଟାଉନ ଥାନାରେ ରଖାଯାଇଥିଲା। ତେବେ ଆରଡିସିଙ୍କୁ ନଭେଟିବା ପର୍ଯ୍ୟନ୍ତ ଥାନରୁ ଉଠିବେନି ବୋଲି ଅଡ଼ି ବସିଥିଲେ ବିଜେପି ନେତା।

ଥାନାରେ ରାତି କାଟିଲେ ବିଜେପି ନେତା

ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ନଆସିବାରୁ ଟାଉନ ଥାନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ମାଝୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି,କନକ ବର୍ଦ୍ଧନ ସିଂହଦେଓ, ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର,ରେଙ୍ଗାଲି ବିଧାୟକ ପ୍ରମୁଖ କେତେକ କାର୍ଯ୍ୟକର୍ତ୍ତାଙ୍କ ସହ ଟାଉନ ଥାନାରେ ରାତି ବିତେଇଛନ୍ତି। ଆରଡିସିଙ୍କୁ ନଭେଟିବା ତଥା ମଣ୍ଡିରୁ ଧାନ ନଉଠିବା ଯାଏଁ ଥାନରୁ ଉଠିବେନି ବୋଲି ବିଜେପି ନେତା ଜିଦ ଧରିଛନ୍ତି।

ଥାନାରେ ରାତି କଟିଲେ ବିଜେପି ନେତା
ଥାନାରେ ରାତି କଟିଲେ ବିଜେପି ନେତା

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jan 22, 2021, 12:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.