ETV Bharat / city

Covid Surge: ଭିସୁଟର ଅଫଲାଇନ ପରୀକ୍ଷା-ପାଠପଢା ବାତିଲ, ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ - ଭିସୁଟର ସମସ୍ତ ଅଫଳାଇନ ପରୀକ୍ଷା ବାତିଲ

କୋଭିଡ ସଂକ୍ରମଣ ଯୋଗୁ ବାତିଲ ହେଲା ବୁର୍ଲା ଭିସୁଟର ସମସ୍ତ ଅଫଲାଇନ ପରୀକ୍ଷା । ସଂକ୍ରମଣ ବଢୁଥିବାରୁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Covid-19 Surge : ଭିସୁଟର ଅଫଲାଇନ ପରୀକ୍ଷା-ପାଠପଢା ବାତିଲ, ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

author img

By

Published : Jan 7, 2022, 10:31 PM IST

ସମ୍ବଲପୁର : ବୁର୍ଲା ଭିସୁଟରେ ୧୮ ଜଣ ଛାତ୍ରଛାତ୍ରୀ କୋରୋନା ଚିହ୍ନଟ ହେବା ପରେ ବାତିଲ ହେଲା ସମସ୍ତ ଅଫ ଲାଇନ ପରୀକ୍ଷା। ଗତ ତିନିଦିନ ମଧ୍ୟରେ ୧୮ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଶୁକ୍ରବାର ଜିଲ୍ଲା ପ୍ରଶାସନ ଭିସୁଟ୍ରୁ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏଥିସହିତ ଭିସୁ୍‌ଟରେ ଆଜିଠାରୁ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ଅଫଲାଇନ ପରିକ୍ଷାକୁ ବାତିଲ ମଧ୍ୟ କରାଯାଇଛି।

Covid-19 Surge : ଭିସୁଟର ଅଫଲାଇନ ପରୀକ୍ଷା-ପାଠପଢା ବାତିଲ, ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

ଶୁକ୍ରବାର(ଆଜି) କ୍ୟାମ୍ପସରେ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ଯେଉଁ ଛାତ୍ରଛାତ୍ରୀଙ୍କ କୋଭିଡ ରିପୋର୍ଟ ନେଗେଟିଭ ବାହାରିଛି ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଆଉ ଯେଉଁମାନଙ୍କର ରିପୋର୍ଟ ପଜିଟିଭ ବାହାରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଭିସୁଟ ପରିସରରେ ଥିବା ଅଙ୍ଗିରା ଛାତ୍ରାବାସରେ ହୋଇଥିବା ଆଇସୋଲେସନ କକ୍ଷରେ ସେମାନଙ୍କୁ ରଖାଯାଇଛି । ଅନ୍ୟପଟେ ଆସନ୍ତା ୧୦ ତାରିଖରୁ ବାତିଲ ହୋଇଥିବା ପରୀକ୍ଷା ଅନ ଲାଇନରେ ହେବା ସହ ସମସ୍ତ କ୍ଲାସ ଅନ୍‌ଲାଇନରେ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.