ETV Bharat / city

ଟ୍ରକ ଚାଳକଙ୍କ ନାଁରେ 86,500ଟଙ୍କାର ଚାଲାଣ - ସମ୍ବଲପୁର ପରିବହନ ବିଭାଗ

ପୋଲିସଙ୍କୁ ଘାରିଛି ଚାଲାଣ କାଟିବା ନିଶା । ଆଉ ଟଙ୍କା ଗଣୁଛନ୍ତି ଚାଳକ । ତେବେ ଗୋଟିଏ ପରେ ଗୋଟିଏ ଗାଡି ଚାଳକ ଗଣୁଛନ୍ତି ହଜାର ହଜାର ଟଙ୍କା । ସମ୍ବଲପୁରରେ ଟ୍ରକ ଚାଳକଙ୍କ ନାଁରେ ପରିବହନ ବିଭାଗ ପକ୍ଷରୁ କଟାଯାଇଛି 86,500 ଟଙ୍କାର ଚାଲାଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ସମ୍ବଲପୁର
author img

By

Published : Sep 8, 2019, 1:06 PM IST

ସମ୍ବଲପୁର: ସମ୍ବଲପୁର ପରିବହନ ବିଭାଗର ପକ୍ଷରୁ ଟ୍ରକ ଚାଳକଙ୍କ ନାମରେ 86,500 ଟଙ୍କାର ଚାଲାଣ। ଓଭର ଲୋଡିଙ୍ଗ ଓ ଡ୍ରାଇଭିଂ ଲାଇସେନ୍ସ ନେଇ ଏହି ଫାଇନ କରିଛି ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ସମ୍ବଲପୁର

ଘଟଣାଟି ଗତ 3 ତାରିଖରେ ଘଟିଥିବାର ଚାଲାଣ ରସିଦରୁ ଜଣା ପଡ଼ିଛି। ଟ୍ରକର ମାଲିକାନା ନାଗାଲାଣ୍ଡ କୋହିମାର ମିନିଷ୍ଟେରି ଆଲ ହିଲ ସ୍ଥିତ ବି ଏଲ ଏ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ନାଁରେ ରହିଛି।

ଏହାର ଡ୍ରାଇଭର ଅଶୋକ ଯାଦବ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିବା ସହ ଟ୍ରକରେ ମାଲ ଓଭର ଲୋଡ଼ ଥିବାର ଉଲ୍ଲେଖ ରହିଛି। ଡ୍ରାଇଭରଙ୍କ ଘର ହଜାରିବାଗ ବୋଲି ଜଣା ପଡ଼ିଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ 5ହଜାର ,ଓଭରଲୋଡ଼ ପାଇଁ 56 ହଜାର ଓ ଅନ୍ୟାନ୍ୟ ଫାଇନ ମିଶି ମୋଟ 86,500 ଟଙ୍କା ଫାଇନ ହୋଇଛି ।

ତେବେ 70,000 ହଜାର ଟଙ୍କାର ସେଟେଲମେଣ୍ଟ ହୋଇଥିବା ରସିଦରୁ ଜଣା ପଡ଼ିଛି। ଏହି ଘଟଣା ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

Intro:ସମ୍ବଲପୁର ପରିବହନ ବିଭାଗର ତାରଫରୁ ଟ୍ରକ ବିରୁଦ୍ଧରେ 86,500 ଟଙ୍କାର ଚାଲାଣ। ଓଭର ଲୋଡିଙ୍ଗ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏହି ଫାଇନ କରାଯାଇଛି।Body:ସମ୍ବଲପୁର ପରିବହନ ବିଭାଗର ମୋଟା ଅଙ୍କର ଜୋରିମାନା। ଓଭର ଲୋଡିଙ୍ଗ ଓ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ମୋଟ 86,500 ଟଙ୍କା ର ଚାଲାଣ ଗୋଟିଏ ଟ୍ରକ ବିରୁଦ୍ଧରେ କତାହାଇଥିବାର ଘଟଣା ନଜରକୁ ଆସିଛି। ଘଟଣାଟି ଗତ 3 ତାରିଖରେ ଘଟିଥିବାର ଚାଲାଣ ରସିଦ ରୁ ଜଣା ପଡ଼ିଛି। ଟ୍ରକ ର ମାଲିକାନା ନାଗାଲାଣ୍ଡ କୋହିମାର ମିନିଷ୍ଟେରି ଆଲ ହିଲ ସ୍ଥିତ ବି ଏଲ ଏ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ନାଁ ରେ ରହିଛି। ଏହାର ଡ୍ରାଇଭର ଅଶୋକ ଯାଦବ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିବା ସହ ଟ୍ରକ ରେ ମାଲ ଓଭର ଲୋଡ଼ ଥିବା ର ଉଲ୍ଲେଖ ରହିଛି। ଡ୍ରାଇଭର ଙ୍କ ଘର ହଜାରିବାଗ ବୋଲି ଜଣା ପଡ଼ିଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ 5ହଜାର ,ଓଭରଲୋଡ଼ ପାଇଁ 56 ହଜାର ଓ ଅନ୍ୟାନ୍ୟ ଫାଇନ ମିଶି ମୋଟ 86,500 ଟଙ୍କା ଫାଇନ ହୋଇଥିଲା। ତେବେ 70,000 ହଜାର ଟଙ୍କାର ସେଟେଲମେଣ୍ଟ ହୋଇଥିବା ରସିଦ ରୁ ଜଣା ପଡ଼ିଛି।Conclusion:ଏହି ଘଟଣା ନେଇ ଏବେ ସବୁ ଆଡେ ଚର୍ଚ୍ଚା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.