ETV Bharat / city

ସମ୍ବଲପୁରରେ ଆଉ 2 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jun 27, 2020, 8:20 PM IST

ଶନିବାର ପୁଣି ସମ୍ବଲପୁରରେ 2 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଅକ୍ରାନ୍ତ ମଧ୍ୟରେ ଜଣେ 22 ବର୍ଷୀୟ ଯୁବକ ଓ ଅନ୍ୟ ଜଣେ 23 ବର୍ଷୀୟ ଯୁବତୀ ଅଛନ୍ତି । ଅଧିକ ପଢନ୍ତୁ..

ସମ୍ବଲପୁରରେ ଆଉ 2 କୋରୋନା ଅକ୍ରାନ୍ତ ଚିହ୍ନଟ
ସମ୍ବଲପୁରରେ ଆଉ 2 କୋରୋନା ଅକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ଶନିବାର ପୁଣି ସମ୍ବଲପୁରରେ 2 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତ 2 ଜଣ ରାଜ୍ୟ ବାହାରୁ କିଛିଦିନ ତଳେ ଫେରିଥିଲେ ଓ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ଅକ୍ରାନ୍ତ ମଧ୍ୟରେ ଜଣେ 22 ବର୍ଷୀୟ ଯୁବକ ଓ ଅନ୍ୟ ଜଣେ 23 ବର୍ଷୀୟ ଯୁବତୀ ଅଛନ୍ତି । ଯୁବକ ଜଣକ ତାମିଲନାଡୁରୁ ଫେରିଥିବା ବେଳେ ଯୁବତୀ ଜଣକ ଉତ୍ତରପ୍ରଦେଶରୁ ଫେରିଥିଲେ । ଉଭୟଙ୍କୁ ସମ୍ବଲପୁର ରେଢାଖୋଲ ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ତେବେ ଉଭୟଙ୍କ ପାଖରେ କୋରୋନା ସଂକ୍ରମଣ ଜନିତ କୌଣସି ଲକ୍ଷଣ ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶନିବାର ପର୍ଯ୍ୟନ୍ତ ସମ୍ବଲପୁରରେ ଚିହ୍ନଟ ହୋଇଥିବା ସମସ୍ତ ଅକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରର ହୋଇଥିବାରୁ ଭୟ କରିବାର କୌଣସ ଆବଶ୍ୟକ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.