ETV Bharat / city

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ - dead body

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତଦେହଟିକୁ ରାଉରକେଲାର ହାଥିବାଡି ଥାନାର କାଂଡକେଲା ନାଳରୁ ଉଦ୍ଧାର କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା
author img

By

Published : Sep 1, 2019, 2:37 PM IST

Updated : Sep 1, 2019, 3:12 PM IST

ରାଉରକେଲା: ଯୁବକଙ୍କ ମୃତଦେହ ଉଦ୍ଧାର। ମୃତଦେହଟିକୁ ରାଉରକେଲାର ହାଥିବାଡି ଥାନାର କାଂଡକେଲା ନାଳରୁ ଉଦ୍ଧାର କରାଯାଇଛି। ଗାଁର ଲୋକମାନେ ସକାଳେ ମୃତଦେହ ଭାସୁଥିବାର ଦେଖି ଫାୟାର ବ୍ରିଗେଡ଼କୁ ଖବର ଦେବା ପରେ ସେମାନେ ଶବକୁ ନାଳରୁ ବାହାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗାଁ ଲୋକଙ୍କ ଦ୍ବାରା ଶବ ଚିହ୍ନଟ ହୋଇପାରିନାହିଁ।

ମୃତଦେହଟିକୁ ଅନେକ ସସପେନ୍ସ ଲାଗିରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡିବ। ପରିତ୍ୟକ୍ତ ଶବକୁ ଗ୍ରାମବାସୀଙ୍କ ସହାୟତାରେ ଶବଗୃହକୁ ପଠାଯାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ହାଥିବାଡ଼ି ଥାନା ର କାଂଡକେଲା ନଡ଼ବସ୍ତି ର ନାଳ ରୁ ଆଜି ଏକ ଶବ ଉଦ୍ଧାର କର ଯାଇଛି। ଗାଁ ର ଲୋକମାନେ ସକାଳେ ମୃତଦେହ ଦେଖି ଫାୟାର ବ୍ରିଗେଡ଼ କୁ ଖବର ଦେବା ପରେ ସେମାନେ ଶବ କୁ ନାଳ ରୁ ବାହାର କରି ଥିଲେ।Body:ଶବ ଟି ସ୍ଥାନୀୟ ଲୋକ ଚିହ୍ନଟ କରି ପାରି ନ ଥିଲେ। ସେହି ପାଇଁ ସନ୍ଦେହ କର ଯାଉଛି ଶବ ଟି ଭାସି ଏଠାକୁ ଆସି ଥିବ। ଶବ ବ୍ୟବଚ୍ଛେଦ ପରେ ହିଁ ଏହା ସ୍ପଷ୍ଟ ହୋଇ ପାରିବ କି ଏହା ଏକ ବୁଡିବା ମାମଲା କି ହତ୍ୟା ର ମାମଲା।Conclusion:ଶବ ଟି ସମ୍ପୂର୍ଣ ଭାବରେ ପୋଛି ଯାଇଛି। ଦୂତ ସହାୟତା ରେ ଗ୍ରାମବାସୀ ଶବ କୁ ଶ୍ଵଗୃହ କୁ ପଠାଇଥିଲେ।
Last Updated : Sep 1, 2019, 3:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.