ETV Bharat / city

ମହିଳାମାନଙ୍କଠୁ ଋଣ ଆଦାୟକୁ ନେଇ ଯୁବ କଂଗ୍ରେସର ବିକ୍ଷୋଭ - ଯୁବ କଂଗ୍ରେସର ବିକ୍ଷୋଭ

ରାଉରକେଲା RMC କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ । ମହାମାରୀ କୋରୋନା ସମୟରେ ଋଣ ଆଦାୟ କରାଯାଉଥିବାରୁ ଏହାକୁ ପ୍ରତିବାଦ କରିଛନ୍ତି । ଏହି ବିକ୍ଷୋଭରେ ବହୁ ସଂଖ୍ୟାରେ ମହିଳାମାନେ ଯୋଗଦେଇଥିଲେ । ଅଧିକ ପଢନ୍ତୁ...

ମହିଳାମାନଙ୍କୁ ଦିଆଯାଇଥିବା ଋଣ ଆଦାୟକୁ ନେଇ ଯୁବ କଂଗ୍ରେସର ବିକ୍ଷୋଭ

author img

By

Published : Aug 14, 2020, 8:26 PM IST

ରାଉରକେଲା: ଋଣ ଆଦାୟକୁ ନେଇ ଯୁବ କଂଗ୍ରେସର ବିକ୍ଷୋଭ । ରାଉରକେଲା RMC କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ । ମହାମାରୀ କୋରୋନା ସମୟରେ ଆଦାୟ କରାଯାଉଥିବାରୁ ଏହାକୁ ପ୍ରତିବାଦ କରିଛନ୍ତି ।

ମହିଳାମାନଙ୍କୁ ଦିଆଯାଇଥିବା ଋଣ ଆଦାୟକୁ ନେଇ ଯୁବ କଂଗ୍ରେସର ବିକ୍ଷୋଭ

ରାଉରକେଲାରେ ମହାମାରୀ କୋରୋନାର ଲକଡାଉନରେ ପ୍ରଭାବିତ ହୋଇଥିବା ବିଭିନ୍ନ ମହିଳା ବ୍ୟବସାୟୀ ମାନେ ଟଙ୍କା ଫେରସ୍ତ କରି ପାରୁ ନାହାନ୍ତି । ମହିଳାମାନଙ୍କୁ ଋଣ ପଇସା ପାଇଁ ବିଭିନ୍ନ ସମୟରେ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଋଣ ଆଦାୟକୁ ନେଇ କଟକଣା ଜାରି କରିଛନ୍ତି । କୋରୋନା ସମୟରେ 6 ମାସ ପର୍ଯ୍ୟନ୍ତ ମହିଳା ମାନଙ୍କୁ ଚାପ ପ୍ରୟୋଗ କରାନଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି ।

ଏହାସହ ଏମାନଙ୍କୁ ଦାବି ହେଲା ଭେଣ୍ଡର ମାନଙ୍କୁ 10 ହଜାର ଟଙ୍କା ଯେଉଁ ଭଳି ପ୍ରଦାନ କରାଗଲା ସେହିଭଳି ମହିଳା ମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଯୁବ କଂଗ୍ରେସ ଦାବି କରିଛି । ଏହା ପରେ ମହିଳାମାନଙ୍କ ଦାବିକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ବିକ୍ଷୋଭରେ ବହୁ ସଂଖ୍ୟାରେ ମହିଳାମାନେ ଯୋଗଦେଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.