ETV Bharat / city

ରେଳ ଟ୍ରାକରୁ ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Jul 10, 2020, 3:17 PM IST

ରାଉଲକେଲା ମାଲଗୋଦାମ ରେଳ ଟ୍ରାକରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ..

ରେଳ ଟ୍ରାକରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ରେଳ ଟ୍ରାକରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ରାଉରକେଲା: ମାଲଗୋଦାମ ରେଳ ଟ୍ରାକରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ତେବେ ମୃତ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ବେଳେ ଦୁର୍ଘଟଣା କିପରି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ରେଳ ଟ୍ରାକରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ମୃତକଙ୍କ ନାଁ ଶିବ କୁମାର କୁର୍ମୀ (30 ବର୍ଷ) । ସେ ମାଲଗୋଦାମ ତଥା FCI ବସ୍ତି ର ବୋଲି ସ୍ପଷ୍ଟ ହୋଇଛି।

ଶିବ ଭାଇଙ୍କ କହିବା ଅନୁଯାୟୀ ସକାଳୁ ସେ ଘରୁ ବାହାରି କେଉଁଆଡେ ଚାଲିଯାଇଥିଲା। ପରେ ରେଳ ଟ୍ରାକରେ ପଡିଥିବା ମୃତ ଶରୀର ଶିବଙ୍କ ବୋଲି ତାଙ୍କ ଭାଇ ଚିହ୍ନଟ କରିଛନ୍ତି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.