ETV Bharat / city

ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ନିର୍ବାଚନରେ ହାରିଲୁ: ଜର୍ଜ ତିର୍କୀ - congress

ଦଳ ବିରୋଧି କାର୍ଯ୍ୟ ଯୋଗୁଁ ଚିଳିତ ନିର୍ବାଚନରେ ଦଳର ପରାଜୟ ହୋଇଛି ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ଜର୍ଜ ତୀର୍କି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jun 5, 2019, 3:19 PM IST

ରାଉରକେଲା: ଚଳିତ ନିର୍ବାଚନରେ ଦଳ କାହିଁକି ପରାସ୍ତ ହେଲା ଏବଂ ଏହା ପଛର କାରଣ ସେନେଇ ମୁହଁ ଖୋଲିଛି କଂଗ୍ରେସ । ଦଳୀୟ ପରାଜୟର କାରଣ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ସୁନ୍ଦରଗଡ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଦଳୀୟ ପ୍ରାର୍ଥୀ ଜର୍ଜ ତିର୍କୀ । ଦଳୀୟ ଅନ୍ତର୍ଘାତୀଙ୍କ କାରଣରୁ ସେମାନେ ପରାସ୍ତ ହୋଇଥିବା ନେଇ ଜଣାଇ ଦେଇଛନ୍ତି।

ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଇଭିଏମ୍ ହ୍ୟାକିଂ କରା ଯାଇଥିଲା । କଂଗ୍ରେସର ବହୁ ନେତା ଦଳ ବିରୋଧି ଅନ୍ତର୍ଘାତୀ କାର୍ଯ୍ୟରେ ଜଡିତ ଥିଲା । ଯେଉଁଥି ପାଇଁ ପରାସ୍ତ ହୋଇଥିଲେ । ପରାଜୟ ପାଇଁ ପିସିସିର ଶୃଙ୍ଖଳା କମିଟିର ଅଧ୍ୟକ୍ଷଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଜର୍ଜ । ଏଥିସହିତ ସେ କହିଥିଲେ ସେ କେବେ ବିକାଶର ବିରୋଧ କରି ନାହାଁନ୍ତି । ଏହି ଅଞ୍ଚଳର ଲୋକଙ୍କ ପାଇଁ ତାଙ୍କ ସଂଘର୍ଷ ଜାରି ରହିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ଅନ୍ୟପଟେ ପିସିସି ଏବଂ ଏଆଇସିସିକୁ ଚଳିତ ନିର୍ବାଚନରେ ଦଳ ବିରୋଧରେ ହୋଇଥିବା ଅନ୍ତଃର୍ଘାତୀ କାର୍ଯ୍ୟରେ ଜଡିତ ଥିବା ନେତାଙ୍କ ସମ୍ପର୍କରେ ଅବଗତ କରି ଦିଆଯାଇଛି । ଇଭିଏମ ହ୍ୟାକିଂ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଜର୍ଜ ଜଣାଇଛନ୍ତି । ଧଲ ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଜର୍ଜ ତିର୍କୀଙ୍କ ସମେତ ରାଉରକେଲାର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠି, ଦଳର ବରିଷ୍ଠ ନେତା ବୀରେନ ସେନାପତି ଏବଂ ବିରମିତ୍ରପୁରର ବିଧାୟକ ପ୍ରାର୍ଥୀ ରୋହିତ ତିର୍କୀ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-କଂଗ୍ରେସ ର ପରାଜିତ ସାଂସଦ ପ୍ରାର୍ଥୀ ଜର୍ଜ ତିର୍କୀ, ରାଉରକେଲା ଜ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠି, ରାଉରକେଲା ର ବିରେନ ସେନାପତି ତଥା ବିରମିତ୍ରପୁର ପ୍ରାର୍ଥୀ ଆର ତିର୍କୀ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରି ଥିଲେ କି ଇଭିଏମ ହ୍ୟାକିଙ୍ଗ କର ଯାଇ ଥିଲା ତଥା ବହୁତ କଂଗ୍ରେସ ର ନେତା ମାନେ ଆନ୍ତର୍ଘାତିକ କାମ କରିଥିଲେ । ସେହି ପାଇଁ ସେମାନେ ହରି ଥିଲେ।

Body:ପୁର୍ବତନ ବିଧାୟକ ଜର୍ଜ ତିର୍କୀ ସ୍ପଷ୍ଟ କରିଥିଲେ କି ଇଭିଏମ ବିରୋଧ ରେ କଲେକ୍ଟର କାର୍ଯ୍ୟାଳୟ ଘେରାଓ କରା ଯିବ। ଅନ୍ୟ ପଟେ ପିସିସି ତଥା ଏଆଇସିସି କୁ ଆନ୍ତର୍ଘାତିକ କାର୍ଯ୍ୟ କରିଥିବା ନେତାଙ୍କ ସମ୍ପର୍କ ରେ ସୂଚନା ଦିଏ ଯାଇଛି। ଆଶା ରହିଛି ଏହି ଭଳି ନେତାଙ୍କ ବିରୋଧ ରେ କାର୍ଯନୁଷ୍ଠାନ ଗ୍ରହଣ କର ଯିବ।

Conclusion:ରାଜ୍ୟ ଅନୁଶାସନ କମିଟି ର ମୁଖ୍ୟ ବିରୋଧରେ ଏହି ନେତା ମାନେ ଖୋଲା ଖୋଲି କହି ଥିଲେ। ସେ କହିଥିଲେ ସେ କେବେ ବିକାଶ ର ବିରୋଧ କରି ନାହାନ୍ତି ତଥା ଏହି ଅଂଚଳ ର ଲୋକଙ୍କ ପାଇଁ ତାଙ୍କ ସଂଘର୍ଷ ଜାରି ରହିବ।
ବାଇଟ- ଜର୍ଜ ତିର୍କୀ, ସୁନ୍ଦରଗଡ଼ ଲୋକସଭା ପାଇଁ ପରାସ୍ତ କଂଗ୍ରେସ ପ୍ରାର୍ଥୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.