ETV Bharat / city

ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

author img

By

Published : Oct 28, 2019, 11:12 PM IST

ରାଉରକେଲା କଳୁଙ୍ଗା ରେଳ ଫାଟକ ପାଖରେ ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜିଅବହଲ ଗାଁର ଲୋକେନ୍ଦ୍ର ଗୋପ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା: କଳୁଙ୍ଗା ରେଳ ଫାଟକ ନିକଟରେ ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଜିଅବହଲ ଗାଁର ଲୋକେନ୍ଦ୍ର ଗୋପ । ଲୋକେନ୍ଦ୍ର ଗାଁରୁ ରେଳ ଫାଟକ ଦେଇ ପଞ୍ଚାୟତ କାର୍ଯ୍ୟାଳୟ ଆଡ଼କୁ ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ ଖରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଥିବା ଜଣାପଡିଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-କଳୁଙ୍ଗା ରେଳ ଫାଟକ ପାଖରେ ଏକ ଟ୍ରକ ଧକ୍କା ରେ ସ୍କୁଟି ଚାଳକ ର ଘଟଣାସ୍ଥଳ ରେ ମୃତ୍ୟୁ ହୋଇଛି। କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇ ଥିଲା। ପରେ ପୋଲିସ ବୁଝାମଣା କରିବା ପରେ ପରିସ୍ଥିତି ସାମାନ୍ୟ ହୋଇ ଥିଲେ। ଧକ୍କା ମାରିଥିବା ଟ୍ରକ କୁ ପୋଲିସ ଧରିଛି।

ମୃତକ ର ନାମ ଲୋକେନ୍ଦ୍ର ଗୋପ ତଥା ସେ ଜିଅବହଲ ଗାଁ ର। ସେ ଗାଁ ରୁ ଆସି ରେଳ ଫାଟକ ଦେଇ ପଂଚାୟତ କାର୍ଯ୍ୟାଳୟ ଆଡ଼ରାଉରକେଲା-କଳୁଙ୍ଗା ରେଳ ଫାଟକ ପାଖରେ ଏକ ଟ୍ରକ ଧକ୍କା ରେ ସ୍କୁଟି ଚାଳକ ର ଘଟଣାସ୍ଥଳ ରେ ମୃତ୍ୟୁ ହୋଇଛି। କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇ ଥିଲା। ପରେ ପୋଲିସ ବୁଝାମଣା କରିବା ପରେ ପରିସ୍ଥିତି ସାମାନ୍ୟ ହୋଇ ଥିଲେ। ଧକ୍କା ମାରିଥିବା ଟ୍ରକ କୁ ପୋଲିସ ଧରିଛି।
ମୃତକ ର ନାମ ଲୋକେନ୍ଦ୍ର ଗୋପ ତଥା ସେ ଜିଅବହଲ ଗାଁ ର। ସେ ଗାଁ ରୁ ଆସି ରେଳ ଫାଟକ ଦେଇ ପଂଚାୟତ କାର୍ଯ୍ୟାଳୟ ଆଡ଼ କୁ ଯାଉ ଥିବା ସମୟ ରେ ଦୁର୍ଘଟଣା ହୋଇ ଥିଲା। କୁ ଯାଉ ଥିବା ସମୟ ରେ ଦୁର୍ଘଟଣା ହୋଇ ଥିଲା।Body:
ମୃତକ ର ନାମ ଲୋକେନ୍ଦ୍ର ଗୋପ ତଥା ସେ ଜିଅବହଲ ଗାଁ ର। ସେ ଗାଁ ରୁ ଆସି ରେଳ ଫାଟକ ଦେଇ ପଂଚାୟତ କାର୍ଯ୍ୟାଳୟ ଆଡ଼ କୁ ଯାଉ ଥିବା ସମୟ ରେ ଦୁର୍ଘଟଣା ହୋଇ ଥିଲା।Conclusion:ଏହି ରେଳ ଫାଟକ ରେ ସବୁ ବେଳେ ଦୁର୍ଘଟଣା ର ସମ୍ଭାବନା ରହୁଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.