ETV Bharat / city

ବାଇକ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ, ପତ୍ନୀ-ପୁତ୍ର ଆହତ - ସଡକ ଦୁର୍ଘଟଣାରେ ଜଣେ ମୃତ

ରାଉରକେଲା 143 ନମ୍ବର ଜତୀୟ ରାଜପଥର ରଙ୍ଗିଲା ଛକରେ ଦୁର୍ଘଟଣା ଘଟିଛି । ବିଶ୍ବକର୍ମା ପୂଜା ସାରି ଟ୍ରକ ପଛକୁ ବ୍ୟାକ କରୁଥିବା ବେଳେ ବାଇକ ଉପରେ ମାଡି ଯାଇଛି । ଏଥିଯୋଗୁଁ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା
author img

By

Published : Sep 17, 2019, 9:52 PM IST

ରାଉରକେଲା: ଟାଙ୍ଗରପାଲି ଥାନା ଅନ୍ତର୍ଗତ 143 ନମ୍ବର ଜାତୀୟ ରାଜପଥର ରଙ୍ଗିଲା ଛକ ନିକଟରେ ବାଇକ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏଥିଯୋଗୁଁ ସେଠାରେ ଉତ୍ତେଜନା ଦେଖାଦେଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା

ବିଶ୍ବକର୍ମା ପୂଜା ସାରି ଟ୍ରକ ପଛକୁ ବ୍ୟାକ କରୁଥିବା ବେଳେ ବାଇକ ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ ବାଇକଆରୋହୀଙ୍କ ମୃତ୍ୟୁ ହୋଇଛି । ସେପଟେ ତାଙ୍କ ପତ୍ନୀ ଏବଂ ପୁଅ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଟାଙ୍ଗରପାଲି ଥାନା ଏବଂ ଜଲଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ 143 ନମ୍ବର ଜାତୀୟ ରାଜପଥର ରଙ୍ଗିଲା ଛକ ନିକଟରେ ଏକ ଟ୍ରକ ମଟର ସାଇକେଲ ଅରୋହି ଙ୍କ ଉପରେ ମାଡିଯିବାରୁ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। Body: ତାଙ୍କ ସ୍ତ୍ରୀ ଏବଂ ଛୋଟ ପୁଅକୁ ମଧ୍ୟ ଆହତ ହୋଇଥିଲେ ତଥା ତାଙ୍କୁ ଚିକିତ୍ସା ଲାଗି ହସପିଟାଲ ପଠାଯାଇଛି । ଘଟଣା ସ୍ଥଳରେ ଉତେଜନା ଦେଖାଦେଇଛି ।
Conclusion: ଟାଙ୍ଗରପାଲି ଥାନା ଏବଂ ଜଲଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ବିଶ୍ୱକର୍ମା ପୂଜା କରି ଟ୍ରକ back କରୁଥିବା ବେଳେ ବାଇକ ଉପରେ ମାଡି ଯାଇଥିଲା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.