ETV Bharat / city

ସ୍ଥାୟୀ ଆରଟିଓ ନିଯୁକ୍ତି ଦାବିରେ ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଉରକେଲା ମାଇନିଂ ଅଞ୍ଚଳ ଟ୍ରକ ଟିପ୍ପର ସଂଘ ପକ୍ଷରୁ ସ୍ଥାୟୀ ଆରଟିଓ ନିଯୁକ୍ତି ଦାବିରେ ଧାରଣା ଦିଆଯାଇଛି । ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ସଂଘର କାର୍ଯ୍ୟକର୍ତ୍ତା ଧାରଣାରେ ବସିଛନ୍ତି।

author img

By

Published : Oct 23, 2019, 2:32 PM IST

ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଉରକେଲା: ସ୍ଥାୟୀ ଆରଟିଓ ନିଯୁକ୍ତି ଦାବିରେ ଧାରଣା । ରାଉରକେଲା ମାଇନିଂ ଅଞ୍ଚଳ ଟ୍ରକ ଟିପ୍ପର ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି । ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ସଂଘର କାର୍ଯ୍ୟକର୍ତ୍ତା ଧାରଣାରେ ବସିଛନ୍ତି।

ଏହାସହ ନୂତନ ମୋଟର ଯାନ ଆଇନ ଯୋଗୁଁ ଲାଇସେନ୍ସ ,ଫିଟନେସ ଆଦି ଲାଗି ଆରଟିଓ କାର୍ଯ୍ୟାଳୟରେ ପ୍ରବଳ ଭିଡ ହେଉଥିବାରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥପାଇଁ ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ଲୋକଙ୍କ ସବୁ କାମ କରିବାକୁ ଦାବି କରିଛନ୍ତି ସଂଘର କାର୍ଯ୍ୟକର୍ତ୍ତା ।

ସ୍ଥାୟୀ ଆରଟିଓ ନିଯୁକ୍ତି ଦାବିରେ ଧାରଣା

ତେବେ ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଏବେ ଆରଟିଓ ଦାୟୀତ୍ବରେ ଅଛନ୍ତି । ସେ କହିଛନ୍ତି ଯେ, ଏବେ କାମ ଠିକ ଚାଲିଛି , ରେଭେନ୍ୟୁ ବଢିଛି , ଲୋକଙ୍କ ସୁବିଧା ହେଉଛି । ଏହି ଧାରଣା କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବ୍ୟକ୍ତିଙ୍କ ଦ୍ବାରା ପ୍ରାୟୋଜିତ ବୋଲି ଆରଟିଓ ଦାୟୀତ୍ବରେ ଥିବା ଅଧିକାରୀ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ମଇନିଂ ଅଞ୍ଚଳ ଟ୍ରକ ଟିପ୍ପର ସଂଘ ପକ୍ଷ ରୁ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଥାୟୀ RTO ନିଯୁକ୍ତି ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

Body:ଏହା ସହିତ ନୂତନ ମୋଟର ଯାନ ଆଇନ ଯୋଗୁ ଲାଇସେନ୍ସ , ଫିଟନେସ ଆଦି ଲାଗି ଆର ଟି ଓ କାର୍ଯ୍ୟାଳୟରେ ପ୍ରବଳ ଭିଡ ହୋଇ ଲୋକମାନେ ହଇରାଣରେ ସମ୍ମୁଖୀନ ହେଉଥିବାରୁ ସିଙ୍ଗଲ windo ମାଧ୍ୟମରେ ଲୋକଙ୍କ କାମ କରିବାକୁ ଦାବି କରିଛନ୍ତି ସଂଘର କାର୍ଯ୍ୟକର୍ତ୍ତା ।

Conclusion: ସୂଚନାଯୋଗ୍ୟ ଯେ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଏବେ RTO ଦାଇତ୍ୱ ରେ ଅଛନ୍ତି । ସେ କହିଛନ୍ତି ଯେ ଏବେ କାମ ଠିକ ଚାଲିଛି , ରେଭେନ୍ୟୁ ବଢିଛି , ଲୋକଙ୍କ ସୁବିଧା ହେଉଛି । ଏହି ଧାରଣ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମାନଙ୍କ ଦ୍ୱାରା ପ୍ରାୟୋଜିତ ବୋଲି RTO incharge କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.