ETV Bharat / city

ରାଉରକେଲା ମହାନଗର ନିଗମର 3ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା - ରାଉରକେଲା କଣ୍ଟେନମେଣ୍ଟ ଜୋନ

ରାଉରକେଲା ମହାନଗର ନିଗମର 3ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

three different place of Rourkela Municipality  declare as contenmenet zones
ରାଉରକେଲା ମହାନଗର ନିଗମର 3ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା
author img

By

Published : Jul 25, 2020, 7:34 PM IST

ରାଉରକେଲା: ସହରରେ ବର୍ଦ୍ଧିତ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ମହାନଗର ନିଗମର ତିନୋଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ଏନେଇ ମହାନଗର ନିଗମ ପକ୍ଷରୁ ଘୋଷଣାନାମା ଜାରି ହୋଇଛି । ରାଉରକେଲା ସେକ୍ଟର 1ର ଦୁଇଟି ଲେନ କ୍ବାର୍ଟର ନମ୍ବର F 73 ରୁ F 103 ଏବଂ କ୍ବାର୍ଟର ନମ୍ବର F 109 ରୁ F 132 । ସେହିପରି ସେକ୍ଟର 21ର CISF କ୍ବାର୍ଟର ନମ୍ବର D 49 ରୁ D 60 ଏବଂ D 61 ରୁ D 72, ଦୁଇଟି ଲେନକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।

ରାଉରକେଲା ମୁଖ୍ୟମାର୍ଗ ଚୌଧୁରୀ ପେଟ୍ରୋଲ ପମ୍ପ ନିକଟରେ ଥିବା ଖେସ ବିଲ୍ଡିଂ ଲେନ୍କୁ ମଧ୍ୟ ଅବରୋଧ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଣ୍ଟେନମେଣ୍ଟ ବଳବତ୍ତର ରହିବ ।

ରାଉରକେଲା ମହାନଗର ନିଗମର 3ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା

ଶନିବାର ରାଉରକେଲାରେ 47 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୁକାବିଲା ସହ ଅଧିକ ସଂକ୍ରମଣକୁ ରୋକିବାକୁ ପ୍ରଶାସନ ଅଣ୍ଟା ଭିଡିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.