ETV Bharat / city

ଭିଜିଲାନ୍ସ ଅଧିକାରୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ - କଳାକନା ବୁଲାଇଲେ ଦୁର୍ବୃତ୍ତ

ଇସ୍ପାତ କାରଖାନାର ମୁଖ୍ୟ ସହକାରୀ ଭିଜିଲାନ୍ସ ଅଫିସରଙ୍କ ଘରେ ପଶିଲେ ଚୋର । ଲୁଟିନେଲେ ନଗଦ ଟଙ୍କା ସହ ବହୁ ମୂଲ୍ୟବାନ ପଦାର୍ଥ । ତାଙ୍କ ଅନୁପସ୍ଥିତିରେ ଦୁର୍ବୃତ୍ତ ମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Aug 9, 2019, 8:57 PM IST

ରାଉରକେଲା: ଇସ୍ପାତ କାରଖାନାର ମୁଖ୍ୟ ସହକାରୀ ଭିଜିଲାନ୍ସ ଅଫିସରଙ୍କ ଘରୁ ଲୁଟ । ତାଙ୍କ ଅନୁପସ୍ଥିତିରେ ଦୁର୍ବୃତ୍ତମାନେ ତାଙ୍କର କ୍ବାଟର ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା, ତମ୍ବା ପିତ୍ତଳ ବାସନ, ନଗଦ ଟଙ୍କା ଚୋରି କରିଛନ୍ତି । ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଖବର ମୁତାବାକ, ଭିଜିଲାନ୍ସ ଅଧିକାରୀ ଏସି ସେଠୀ ସପରିବାର ଭୁବନେଶ୍ବର ଯାଇଥିଲେ । ଶୁକ୍ରବାର ଦିନ ତାଙ୍କ ଘର କବାଟ ଭଙ୍ଗା ଯାଇଥିବା ସେମାନେ ରାଉରକେଲା ଫେରି ଦେଖିଥିଲେ । ସେକ୍ଟର-19 ସ୍ଥିତ ସି/14 କ୍ବାଟର ଘରୁ ଚୋରି ହୋଇଥିବା ଖବର ପୋଲିସକୁ ଜଣାଇବା ପରେ ସ୍ଥାନୀୟ ପୋଲିସ ଓ ସିଆଇଏସଏଫ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ତେବେ ଭିଜିଲାନ୍ସ ଅଧିକାରୀଙ୍କ ଘର ସୁରକ୍ଷିତ ନଥିବାବେଳେ ସାଧାରଣ ରାଉରକେଲାବାସୀଙ୍କ ଘର କେତେ ସୁରକ୍ଷିତ ତାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଉରକେଲାରେ ସିନ୍ଧି ଚୋରଙ୍କ ଉତ୍ପାତ ରୋକିବା ପାଇଁ ପୋଲିସକୁ ଦୃଢ ପଦକ୍ଷେପ ନେବା ଦରକାର ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ଇସ୍ପାତ କାରଖାନା ର ମୁଖ୍ୟ ସହକାରୀ vigilance ଅଫିସର ଙ୍କ ଘରୁ କବାଟ ଭାଙ୍ଗି ଲକ୍ଷଧିକ ଟଙ୍କାର ଗହଣା , ତମ୍ବ। ପିତ୍ତଳ ବାସନ , ନଗଦ ଟଙ୍କା ଚୋରି ହୋଇଯାଇଛି । ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।Body: ଭଜିଲାନ୍ସ ଅଧିକାରୀ ଏ ସି ସେଠି ସପରିବାର ଭୁବନେଶ୍ୱର ଯାଇଥିବା ବେଳେ ଶୁକ୍ରବାର ଦିନ ଫେରି ନିଜ ଘର କବାଟ ଭଙ୍ଗିଥିବା ଦେଖିଥିଲେ । ପରେ ସେ ସେକ୍ଟର 19 ରେ ରହୁଥିବା ସି/14 ଘରେ ପଶି ଚୋରି ହୋଇଥିବା ଜାଣି ପାରିଥିଲେ । ପୋଲିସ , CISF ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଭିଜିଲାନ୍ସ ଅଧିକାରୀଙ୍କ ଘରୁ କବାଟ ଭାଙ୍ଗି ଚୋରି ସେକ୍ଟର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।Conclusion:ରାଉରକେଲା ରେ ଚୋରଙ୍କ ଉତ୍ପାତ ରୋକିବା ପାଇଁ ପୋଲିସ କୁ ଦ୍ରୁଡ଼ ପଦକ୍ଷେପ ନେବା ଦରକାର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.