ETV Bharat / city

ରାଉରକେଲାରେ ତାତିଲେ ସୁରକ୍ଷାକର୍ମୀ - ତାତିଲେ ସୁରକ୍ଷାକର୍ମୀ

ସେମାନେ କମ୍ପାନୀକୁ ସୁରକ୍ଷା ଦେବା ସହ ଅନ୍ୟର ସୁରକ୍ଷାରେ ନିୟୋଜିତ । କିନ୍ତୁ ନିଜ ସୁରକ୍ଷା ପାଇଁ କେହିନାହାଁନ୍ତି । ଚିକିତ୍ସା ସେବା ନପାଇ ଜଣେ ସୁରକ୍ଷାକର୍ମୀ ମୃତ୍ୟୁବରଣ କରିବାରୁ ଏବେ ତାତିଛନ୍ତି ସୁରକ୍ଷାକର୍ମୀମାନେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 29, 2019, 2:31 PM IST

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିବା ଠିକା ସୁରକ୍ଷାକର୍ମୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଆଜି ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ପରେ ଦେଖା ଦେଖାଦେଇଛି ଅସନ୍ତୋଷ । ସୁରକ୍ଷାକର୍ମୀ ମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ ନିଯୁକ୍ତି ଦେଇଥିବା କଳିଙ୍ଗ ବର୍ରିୟା ସଂସ୍ଥା ସେମାନଙ୍କୁ ଇଏସଆଇ କିମ୍ବା, ଇପିଏଫ କିମ୍ବା ବୋନସ ଦେଉନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଯେଉଁ ଇଏସଆଇ କାର୍ଡ ଦିଆଯାଇଛି ସେହି କାର୍ଡ କୌଣସି କାମ କରୁନାହିଁ ବୋଲି ସୁରକ୍ଷାକର୍ମୀ ଅଭିଯୋଗ କରିଛନ୍ତି । ଏହାସହ 15ମାସ ହେଲା ସେନାଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ସୁରକ୍ଷାକର୍ମୀ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.