ETV Bharat / city

JEE ଓ NEET ପରୀକ୍ଷା ସ୍ଥିଗିତ ନେଇ ରାଉରକେଲା ଯୁବ କଂଗ୍ରେସର ବିକ୍ଷୋଭ - JEE ଓ NEET ପରୀକ୍ଷା ସ୍ଥିଗିତ ନେଇ ରାଉରକେଲା ଯୁବ କଂଗ୍ରେସର ବିକ୍ଷୋଭ

JEE ଓ NEET ପରୀକ୍ଷା ସ୍ଥଗିତ ନେଇ ରାଉରକେଲା ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୋରୋନା ସ୍ଥିତି ସାମାନ୍ୟ ହେଲେ କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

JEE ଓ NEET ପରୀକ୍ଷା ସ୍ଥିଗିତ ନେଇ ରାଉରକେଲା ଯୁବ କଂଗ୍ରେସର ବିକ୍ଷୋଭ

author img

By

Published : Aug 28, 2020, 8:27 PM IST

ରାଉରକେଲା: JEE ଓ NEET ପରୀକ୍ଷା ସ୍ଥଗିତ ନେଇ ରାଉରକେଲା ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମହାମାରୀ କୋରୋନା ସମୟରେ ଏହି ପରୀକ୍ଷାକୁ ବାତିଲ କରିବା ସହ ସ୍ଥିତି ସାମାନ୍ୟ ହେଲେ କରିବା ପାଇଁ ଦାବି କରିଛନ୍ତି ।

JEE ଓ NEET ପରୀକ୍ଷା ସ୍ଥିଗିତ ନେଇ ରାଉରକେଲା ଯୁବ କଂଗ୍ରେସର ବିକ୍ଷୋଭ

ରାଉରକେଲା ଆମ୍ବେଦକର ଛକରେ ଯୁବ କଂଗ୍ରେସ ସଭାପତି ପ୍ରବୋଧ ଦାସଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ଓ କଂଗ୍ରେସ କର୍ମୀ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । କୋରୋନା ସମୟରେ ଯାତାୟତର ସୁବିଧା ନଥିବା ବେଳେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ ବୋଲି କହିଛନ୍ତି ଏବଂ ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ଯାଇ ପାରିବେ ନାହିଁ।

ଏହି ପରୀକ୍ଷା ଆଗାମୀ 2021 ଘୁଞ୍ଚାଯାଉ କିମ୍ବା ଅନଲାଇନ ମାଧ୍ୟମରେ ପରୀକ୍ଷାର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି। ଏହି ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ ସହିତ ବହୁତ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇ ଥିଲେ। ସ୍ଥଗିତ ନ କଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଯୁବ କଂଗ୍ରେସ ଚେତାବନୀ ଦେଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.