ETV Bharat / city

ପକୁଡି ଛାଣି ଯୁବ କଂଗ୍ରେସର ବେକାରୀ ସମସ୍ୟା ପ୍ରତିବାଦ - rourkela youth congress protest against odisha govt

ଶୁକ୍ରବାର ରାଉରକେଲା ଆମ୍ବେଦକର ଛକରେ ଯୁବ କଂଗ୍ରେସ ତରଫରୁ ଏହି ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ଯୁବ କଂଗ୍ରେସର କର୍ମକର୍ତ୍ତା ମାନେ ଜୋତା ପଲିସ କରି ରାଜ୍ୟ ସରକାରକୁ ବିରୋଧ କରିଥିଲେ ।

rourkela youth congress
ବେକାରୀ ସମସ୍ୟାର ପ୍ରତିବାଦ
author img

By

Published : Jul 10, 2020, 1:12 PM IST

Updated : Jul 10, 2020, 4:54 PM IST

ରାଉରକେଲା: ବେକାରୀ ତଥା ବେରୋଜଗାରୀ ସମସ୍ୟାକୁ ନେଇ ରାଜ୍ୟ ସରକାର ବିରୋଧରେ ଗର୍ଜିଲା କଂଗ୍ରେସ । ଶୁକ୍ରବାର ରାଉରକେଲା ଆମ୍ବେଦକର ଛକରେ ଯୁବ କଂଗ୍ରେସ ତରଫରୁ ଏହି ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଜୋତା ପଲିସ କରି ରାଜ୍ୟ ସରକାରକୁ ବିରୋଧ କରିଥିଲେ ।

ବେକାରୀ ସମସ୍ୟାର ପ୍ରତିବାଦ

ଯୁବ କଂଗ୍ରେସର ଅଭିଯୋଗ ଅନୁସାରେ, ରାଜ୍ୟ ସରକାର 3 ମାସର କୋରୋନା କାଳକୁ ଅସ୍ତ୍ର କରି ତାଙ୍କ 18 ବର୍ଷର ବିଫଳତାକୁ ଲୁଚାଇବା ପାଇଁ ଉଦ୍ୟମ କରୁଛନ୍ତି । ଯୁବକମାନେ ଚାକିରୀ ପାଇବାରୁ ବଞ୍ଚିତ ଅଛନ୍ତି । ନୂଆ ନିଯୁକ୍ତି ସୃଷ୍ଟି ହେଉନାହିଁ । ବେକାରୀ ସମସ୍ୟା ବଢୁଛି ।

ଯାହାର ପ୍ରତିବାଦ ସ୍ବରୂପ କଂଗ୍ରେସ କର୍ମକର୍ତ୍ତାମାନେ ଜୋତା ପଳିଶ କରିବା ସହିତ ରାସ୍ତାରେ ପକୁ଼ଡି ଛାଣି ଏହି ପ୍ରତିବାଦ କରିବା ସହ ଧାରଣା ଦେଇଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Jul 10, 2020, 4:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.