ETV Bharat / city

ସରକାରୀ ମେଡିକାଲରେ ଟଙ୍କା ନେଉଛନ୍ତି ନର୍ସ, ଭିଡିଓ ଭାଇରାଲ - ଭିଡିଓ ଭାଇରାଲ

ସରକାରୀ ମେଡିକାଲରେ ଟଙ୍କା ନେଉଛନ୍ତି ନର୍ସ । ପ୍ରସୂତିଙ୍କ ସମ୍ପର୍କୀୟଙ୍କ ଠାରୁ ନେଉଛନ୍ତି ଟଙ୍କା । ଆଉ ଖୁସିରେ କହୁଛନ୍ତି ଝିଅ ପାଇଁ ଦେଇଛୁ ଛୁଆ ପାଇଁ କିଛି ଦେଇନୁ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଡିଜାଇନ ଫଟୋ
author img

By

Published : Aug 27, 2019, 5:35 PM IST

ରାଉରକେଲା: ସରକାରୀ ମେଡିକାଲରେ ଟଙ୍କା ନେଉଛନ୍ତି ନର୍ସ । ପ୍ରସୂତିଙ୍କ ସମ୍ପର୍କୀୟଙ୍କ ଠାରୁ ନେଉଛନ୍ତି ଟଙ୍କା । ଆଉ ଖୁସିରେ କହୁଛନ୍ତି ଝିଅ ପାଇଁ ଦେଇଛୁ ଛୁଆ ପାଇଁ କିଛି ଦେଇନୁ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଦୃଶ୍ୟ ରାଉରକେଲା ସରକାରୀ ମେଡିକାଲର ବୋଲି ଜଣାପଡିଛି ।

ଭାଇରାଲ ଭିଡିଓ

ଅନେକ ସମୟରେ ରାଉରକେଲା ସରକାରୀ ମେଡିକାଲ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଆସୁଛି । କେତେବେଳେ ରୋଗୀ ସେବାର ଅବହେଳା ତ କେତେବଳେ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ । ଆଉ ଏବେ ନର୍ସଙ୍କର ଏତାଦୃଶ କାର୍ଯ୍ୟ ଭାଇରାଲ ହେବା ପରେ ପୁଣି ଥରେ ଚର୍ଚ୍ଚାରେ ରହିଛି ମେଡିକାଲ । ସେପଟେ କର୍ତ୍ତୃପକ୍ଷ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:
ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନା ବିଭିନ୍ନ କାରଣ ପାଇଁ ଚର୍ଚ୍ଚା ରେ ରହିଆସୁଛି। କେତେବେଳେ ରୋଗୀ ସେବା ର ଅବହେଳା ତ କେତେବଳେ କର୍ମଚାରି ମାନଙ୍କ ମାନମୁଖୀ କାର୍ଯ୍ୟ। ଆଉ ଏବେ ଭାଇରାଲ ହେବାରେ ଲାଗିଛି ଜଣେ ମହିଳା ନର୍ସ ଙ୍କ ଲାଞ୍ଚ ମଗୁଥିବାର ଭିଡିଓ। Body:ମହିଳା ଆଟେଣ୍ଡାର ଜଣଙ୍କ ଜଣେ ନବଜାତ ଶିଶୁ କୁ ଜନ୍ମ ଦେଇଥିବା ମହିଳା ଙ୍କ ଠାରୁ ଲାଞ୍ଚ ମଗୁଥିବାର ଦେଖାଦେଇଛି। ଏହା ପରେ ମହିଳା ଙ୍କ ମା ତାଙ୍କୁ କିଛି ଦେଇନାହାନ୍ତି ଛୁଆ ପାଇଁ ଦେଇଛନ୍ତି ବୋଲି ଭିଡିଓ ରେ କହୁଛନ୍ତି। ଏହି ଭଡ଼ିଓ ଟି ଏବେ ସୋସିଆଲ ମିଡିଆ ରେ ଘୁରି ବୁଲୁଛି । Conclusion:ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଭିଡିଓ ର ସତ୍ୟା ସତ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.