ETV Bharat / city

ଷ୍ଟୋନ କ୍ରସର ଗଣଦୁଷ୍କର୍ମ ଘଟଣା; 7 ଜଣ ଗିରଫ - rourkela gang rape

ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଏକ ଷ୍ଟୋନ କ୍ରସରରେ ଗଣଦୁଷ୍କର୍ମ ଘଟଣାରେ 7 ଜଣ ଗିରଫ । ଅଧିକ ପଢନ୍ତୁ...

rourkela gang rape
ଷ୍ଟୋନ କ୍ରସର ଗଣଦୁଷ୍କର୍ମ ଘଟଣା; 6 ଜଣ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
author img

By

Published : Mar 2, 2020, 9:57 AM IST

Updated : Mar 2, 2020, 2:57 PM IST

ରାଉରକେଲା: ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଏକ ଷ୍ଟୋନ କ୍ରସରରେ ଗଣଦୁଷ୍କର୍ମ ଘଟଣାରେ 7 ଜଣ ଗିରଫ । ଗିରଫ 7 ଜଣ ପେଶାଦାର ଅପରାଧୀ ହୋଇଥିବାବେଳେ ଅନେକ ଡକାୟତି ମାମଲାରେ ଜଡିତ ଥିବା ସୂଚନା ମିଳିଛି ।

ଷ୍ଟୋନ କ୍ରସର ଗଣଦୁଷ୍କର୍ମ ଘଟଣା; 7 ଜଣ ଗିରଫ

ସୂଚନାଥାଉକି, ସପ୍ତାହ ପୂର୍ବେ ରବିବାର ରାତିରେ ସାତ ଜଣ ଡକାୟତ ଚୋରି କରିବା ଉଦ୍ଦେଶ୍ୟରେ ମାରଣାସ୍ତ୍ର ଧରି ଏକ ଷ୍ଟୋନ କ୍ରସରରେ ପଶିଥିଲେ । ଉକ୍ତ କ୍ରସରରେ ଥିବା କେୟାର ଟେକର ସେଠାରେ ସେଠାରେ ନିଜ ସ୍ତ୍ରୀ ସହିତ ରହୁଥିଲେ । ତେବେ ସ୍ବାମୀ ତଳେ ଶୋଇଥିବାବେଳେ ସ୍ତ୍ରୀ ଉପର ମହଲାରେ ଶୋଇଥିଲେ ।

ହେଲେ ଡକାୟତମାନଙ୍କ ମଧ୍ୟରୁ 3 ଜଣ କ୍ରସରରେ ପଶି ମାରଣାସ୍ତ୍ର ଦେଖାଇ କେୟାର ଟେକରର ସ୍ତ୍ରୀଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ପରେ ଦୁଷ୍କର୍ମକାରୀମାନେ ସେଠାରୁ 20 ଟି ମୋଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ପଳାଇଥିଲେ । ମଙ୍ଗଳବାର ଦିନ ବ୍ରାହ୍ମଣୀ ତରଙ୍ଗ ଥାନାରେ ଏ ବାବଦରେ ରିପୋର୍ଟ ହେବା ପରେ ପୋଲିସ ଦୁଷ୍କର୍ମକାରୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Mar 2, 2020, 2:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.