ETV Bharat / city

ରେଳ ବିଭାଗରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ - raghunathpalli arrest a cheater

ରେଳ ବିଭାଗରେ ଚାକିରି କରେଇ ଦେବା ନାମରେ ଠକୁଥିବା ଜଣେ ଠକକୁ ଗିରଫ କରିଛି ରଘୁନାଥପଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Sep 25, 2019, 5:39 PM IST

ରାଉରକେଲା: ରେଳ ବିଭାଗରେ ଚାକିରି ଦେବା ନାମରେ ଠକେଇ ଅଭିଯୋଗ । ଏଭଳି ଏକ ଠକକୁ କାବୁ କରିବାରେ ସଫଳ ହୋଇଛି ରଘୁନାଥପଲ୍ଲୀ ପୋଲିସ । ଦେବାଶିଷ ସାମନ୍ତରାୟ ନାମକ ଠକକୁ ପୋଲିସ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବେକାର ଯୁବକଙ୍କୁ ଟାର୍ଗେଟ କରୁଥିଲା । ରେଳ ବିଭାଗରେ ଚାକିରି କରାଇ ଦେବ କହି ଠକି ଚାଲିଥିଲା ଲକ୍ଷଲକ୍ଷ ଟଙ୍କା । ଶେଷରେ ଠକାମିର ଶିକାର ହୋଇଥିବା 46ଜଣ ଯୁବକ ଯୁବତୀ ଏକତ୍ରିତ ହୋଇ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ତଦନ୍ତ କରି ଠକରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରେଳ ବିଭାଗ ରେ ଚାକରି କରାଇ ଦେବା ଆଲ ରେ ଲକ୍ଷାଧିକ ଟଙ୍କା ଠକି ଥିବା ଦେବାଶିଷ ସାମନ୍ତରାୟ କୁ ଧରିବାରେ ରଘୁନାଥପଲ୍ଲୀ ପୋଲିସ ସଫଳ ହୋଇଛି।
ଦେବାଶିଷ ବିଭିନ୍ନ ନାମ ରେ ଠକାମି କରି ଆସୁ ଥିଲା।Body:କେବଳ ରାଉରକେଲା ତଥା ଫାର୍ଟିଳାଇଜର ନୁହେଁ ମୟୁରଭଞ୍ଜ ତଥା ଚାଇବସା ର ବେକାରଅନଙ୍କୁ ନିଜ ର ଶିକାର ବନାଇଥିଲା। ପିଲା ମାନଙ୍କ ସହିତ ଝିଅ ମାନଙ୍କୁ ସେ ନିଜ ଟାର୍ଗେଟ ରେ ରଖି ଥିଲା।Conclusion:
46 ଜଣ ଏକତ୍ରିତ ହୋଇ ରଘୁନାଥପଲ୍ଲୀ ଥାନା କୁ ଆସି ଏଫଆଇଆର ଦେଇ ଥିଲେ। ପୋଲିସ ଏହି ଯୁବକ କୁ ପଚରା ଉଚରା କରିବା ପରେ ଗିରଫ କରିଛି।
ବାଇଟ- ମନୀଷା ରଥ,
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.