ETV Bharat / city

ବିଭିନ୍ନ ଦାବି ନେଇ ସିଆଇଟିୟୁ ପକ୍ଷରୁ ଆସନ୍ତା 17 ଓ 18ରେ ବିକ୍ଷୋଭ ପ୍ରଦର୍ଶନ - protest

12 ଦଫା ଦାବି ନେଇ ସିଆଇଟିୟୁ ପକ୍ଷରୁ ଜୁଲାଇ 17 ଓ 18 ଦୁଇ ଦିନ ଧରି ସର୍ବଭାରତୀୟ ସ୍ତରରେ ଧାରଣା ତଥା ବିକ୍ଷୋଭ କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jul 11, 2019, 7:25 PM IST

ରାଉରକେଲା: ମୋଦି ସରକାରଙ୍କ ସେଲର ଘରୋଇକରଣ ବିରୋଧରେ ତଥା ଏନଜେସିଏସ ତୁରନ୍ତ କରିବା ପାଇଁ ସିଆଇଟିୟୁ ପକ୍ଷରୁ ଜୁଲାଇ 17 ଓ 18 ଦୁଇ ଦିନ ଧରି ସର୍ବଭାରତୀୟ ସ୍ତରରେ ଧାରଣା ତଥା ବିକ୍ଷୋଭ କରାଯିବ । ଏନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସିଆଇଟିୟୁ ନେତା ବିଷ୍ଣୁ ମହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଇସ୍ପାତ କାରଖାନା ସହିତ ସେଲର ଖଦାନରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି । 3ଟି ଷ୍ଟିଲ ପ୍ଲାଣ୍ଟର ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର, ଏନଜେସିଏସ ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ, ଠିକା ଶ୍ରମିକଙ୍କୁ ନିମ୍ନତମ 20 ହଜାର ଟଙ୍କା ପ୍ରଦାନ ଭଳି 12ଟି ଦାବିକୁ ନେଇ ଏହି ଆନ୍ଦୋଳନ କରଯିବ ବୋଲି ସୂଚନା ମିଳିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ମୋଦି ସରକାରଙ୍କ ସେଲ ର ଘରୋଇକରଣ ବିରୁଡ଼ଃ ରେ ତଥା NJCS ତୁରନ୍ତ କରିବା ପାଇଁ ସିଆଇଟିୟୁ ତରଫ ରୁ 17,18 ଜୁଲାଇ ଦିନ ସର୍ବଭାରତୀୟ ଧାରଣା ତଥା ବିକ୍ଷୋଭ କର ଯିବ। ଆଜି ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇ ଥିଲେ ସିଆଇଟିୟୁ ନେତା ବିଷ୍ଣୁ ମହାନ୍ତି।

Body:ଇସ୍ପାତ କାରଖାନା ସହିତ ସେଲ ର ଖଦାନ ରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଅ ଯାଇଛି। 3 ଟି ଷ୍ଟିଲ ପ୍ଲାଣ୍ଟ ର ଘରୋଇକରଣ ନିଷ୍ପତି ପ୍ରତ୍ୟାହାର, NJCS ବୈଠକ କରି ବିଭିନ୍ନ ବିଷୟ ର ସମାଧାନ, ଠିକ ଶ୍ରମିକ ମାନଙ୍କ ନିମ୍ନତମ 20 ହଜାର ଟଙ୍କା ଦାବି କରା ଯିବା ପାଇଁ ଦାବି କରିବା ସହିତ 12 ଟି ଦାବି କୁ ନେଇ ଆନ୍ଦୋଳନ କର ଯିବ।

Conclusion:ୟୁନିୟନ ତା ସ୍ତର ରେ ବିରୋଧ କରିବ ବୋଲିଯାହାଙ୍ଗିର ଅଲି,ବିମାନ ମଇତୀ ସହିତ ଅନ୍ୟ ନେଟA ମନେ ସୂଚନା ଦେଇ ଥିଲେ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.