ETV Bharat / city

ବୀରଙ୍ଗନାଙ୍କୁ ସ୍ମରଣ କଲେ ଓରାମ ଆଦିବାସୀ, ପାରମ୍ପରିକ ନୃତ୍ୟ-ଗୀତରେ କମ୍ପିଲା ସରନା ପୂଜାସ୍ଥଳ - adivasi

ରାଉରକେଲାରେ ବସବାସ କରନ୍ତି କିଛି ଓରାମ ଆଦିବାସୀ । ତାଙ୍କର ପର୍ବ ହେଉଛି ଜ୍ୟେଷ୍ଠ ଯାତ୍ରା । ଏହି ଯାତ୍ରାରେ ସମସ୍ତେ ଏକାଠି ହୋଇ ପାଳିଥାନ୍ତି ଏବଂ ପୂର୍ବଜଙ୍କୁ ମନେ ପକାଇଥାନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା
author img

By

Published : May 26, 2019, 6:12 PM IST

ରାଉରକେଲା : ନିଜ ବୀରତ୍ୱକୁ ଜ୍ୟେଷ୍ଠ ଯାତ୍ରାରେ ମନେ ପକାଇଲେ ଓରାମ ଆଦିବାସୀ । ରାଉରକେଲା ଓରାମ ସମାଜ ଆଜି ଜ୍ୟେଷ୍ଠଯାତ୍ରା ସମୟରେ ସଙ୍ଗୀତ ତଥା ନୃତ୍ୟ ମାଧ୍ୟମରେ ଯୁଦ୍ଧକଳାର ଶୈଳୀ, ଯୁଦ୍ଧ କୌଶଳ, ବୀରତା ପ୍ରଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ବିହାରର ରୋହତାଶରେ ଓରାମଙ୍କ ଶାସନ ଥିଲା । ଏଠାରେ ଏମାନଙ୍କ ପୂର୍ବପୁରୁଷ ବୀରତା ପ୍ରଦର୍ଶନ କରୁଥିଲେ । ମହିଳାମାନେ ପୁରୁଷ ବେଶରେ ଯୁଦ୍ଧ କରି ଶତ୍ରୁଙ୍କୁ ପରାସ୍ତ କରିଥିଲେ । ଏହି ବୀରଙ୍ଗନାଙ୍କ ଇତିହାସକୁ ମନେ ପକାଇବା ପାଇଁ ଆଜି ଉଦିତନଗର ସରନା ପୂଜା ସ୍ଥଳରେ ଏକତ୍ରିତ ହୋଇଥିଲେ ହଜାର ହଜାର ଓରାମ ଆଦିବାସୀ ।

ବୀରତ୍ବର ପ୍ରଦର୍ଶନ କରି ଯୁଦ୍ଧର ନୃତ୍ୟ ତଥା ବାଜା ଆକର୍ଷିତ ଥିଲେ । ଯୁଦ୍ଧରେ ଘୋଡା ରହୁଥିଲା ସେଥିଲାଗି ପୂର୍ବ ପୁରୁଷଙ୍କୁ ମନେ ପକାଇବା ପାଇଁ କାଠର ଘୋଡା ତିଆରି କରି ତାର ପ୍ରୟୋଗ କରନ୍ତି । ନିଜର ବୀରଙ୍ଗନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ନିଜ ବିରତ୍ୱ କୁ ଜ୍ୟେଷ୍ଠ ଯାତ୍ରା ରେ ମନେ ପକାଇଲେ ଓରାମ ଆଦିବାସୀ
ରାଉରକେଲା-ଓରାମ ସମାଜ ଆଜି ଜ୍ୟେଷ୍ଠଯାତ୍ରା ସମୟ ରେ ସଙ୍ଗୀତ ତଥା ନୃତ୍ୟ ମାଧ୍ୟମ ରେ ଯୁଦ୍ଧ କଳାର ଶୈଳୀ,ଯୁଦ୍ଧ କୌଶଳ, ବିରତା ତଥା ତାଙ୍କ ଇକଛାଶକ୍ତି ପ୍ରଦର୍ଶନ କରି ଥିଲେ। ବିହାର ର ରୋହଟାଶ ରେ ଓରାମ ମାନଙ୍କ ଶାସନ ଥିଲା। ଏଠାରେ ଏମାନଙ୍କ ପୂର୍ବପୁରୁଷ ବିରତା ପ୍ରଦର୍ଶନ କରୁ ଥିଲେ। ମହିଳା ମାନେ ପୁରୁଷ ଭେଷ ରେ ୟୁଦ୍ଧ କରି ଦୁଷ୍ମବ କୁ ପରାସ୍ତ କରି ଥିଲେ। ଏହି ବିରଙ୍ଗନା ମାନଙ୍କ ଇତିହାସ କୁ ମନେ ପକାଇବା ପାଇଁ ଆଜି ଉଦିତନଗର ସରନା ପୂଜା ସ୍ଥଳ ରେ ଏକତ୍ରିତ ହୋଇ ଥିଲେ ହଜ଼ାର ହଜ଼ାର ଓରାମ ଆଦିବାସୀ।  ବୀରତ୍ବର ପ୍ରଦର୍ଶନ କରି ଯୁଦ୍ଧ ର ନୃତ୍ୟ ତଥା ବାଜା ଆକର୍ଷିତ ଥିଲେ। ଯୁଦ୍ଧ ରେ ଘୋଡା ରହୁ ଥିଲା ସେହି ପାଇଁ ପୂର୍ବ ପୁରୁଷ ମାନଙ୍କୁ ମନେ ପକାଇବ ପାଇଁ କାଠ ର ଘୋଡା ତିଆରି କରି ତାର ପ୍ରୟୋଗ କରନ୍ତି। ନିଜ ର ବିରଙ୍ଗନା ମାନଙ୍କୁ ଶ୍ରଦ୍ଧଞ୍ଜଳି ଦେବା ପାଇଁ ଏହି ଭବ୍ୟ କାର୍ୟ୍ଯକ୍ରମ ର ଆୟୋଜନ କର ଯାଇ ଥିଲା।
ବାଇଟ-ମଣିଲାଲ କେର୍କେଟଟା,ସରନା ମୁଖ୍ୟ
ବାଇଟ- ମିନା ତିର୍କୀ,ମହିଳା

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.