ETV Bharat / city

ଦ୍ରୁତ ଗତି ମହାବିପତ୍ତି, ବାଇକ ଧକ୍କାରେ ଯୁବତୀ ମୃତ - ବାଇକ ଦୁର୍ଘଟଣା

ରାଉରକେଲା ବାସନ୍ତୀ କଲୋନୀ ଫ୍ଲାଇ ଓଭର ନିକଟରେ ବାଇକ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ଧକ୍କାରେ ଯୁବତୀ ମୃତ । ଅଧିକ ପଢନ୍ତୁ...

one died in bike accident
ଦ୍ରୁତ ଗତି ନେଲା ଜୀବନ, ବାଇକ ଧକ୍କାରେ ଯୁବତୀ ମୃତ
author img

By

Published : Jan 21, 2020, 12:15 PM IST

ରାଉରକେଲା: ଦ୍ରୁତ ଗାଡି ଚାଳନାର ଭୟଙ୍କର ପରିଣତି । ବାଇକ ଧକ୍କାରେ ଜଣେ ଯୁବତୀ ମୃତ । ରାଉରକେଲା ବାସନ୍ତୀ କଲୋନୀ ଫ୍ଲାଇ ଓଭର ନିକଟରେ ଦୁର୍ଘଟଣା ଘଟି 21 ବର୍ଷୀୟ ପ୍ରିୟା ଗୁପ୍ତାଙ୍କ ମୃତ୍ୟୁ ଘଟିଛି ।

ବାସନ୍ତୀ କଲୋନୀ ଫ୍ଲାଇ ଓଭର ନିକଟରେ ପ୍ରିୟା ଚାଲି ଚାଲି ଯାଉଥିବା ସମୟରେ ଏକ ବାଇକ ଚାଳକ ଦ୍ରୁତ ଗତିରେ ଆସି ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିବାବେଳେ ଚିକିତ୍ସା ପାଇଁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତର କରାଯାଉଥିବାବେଳେ, ବାଟରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ, ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତ୍ରୀବ ଅସନ୍ତୋଷ ଦେଖାଦେଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଦ୍ରୁତଗତିରେ ଗାଡି ଚାଳନା ର ଭୟଙ୍କର ପରିଣତି । ଯୁବତୀ ର ମୃତ୍ୟୁ ହୋଇଛି।

Body:ରାଉରକେଲା ବାସନ୍ତି କଲୋନୀ ଫ୍ଲାଇ ଓଭର ନିକଟରେ ପ୍ରିୟା ଗୁପ୍ତା ନାମକ ଜଣେ 21 ବର୍ଷୀୟା ଯୁବତୀ ପାଦରେ ଚାଲି ଯାଉଥିବା ବେଳେ ଦ୍ରୁତଗତିରେ ଜଣେ ବାଇକ ଚାଳକ ଆସି ତାଙ୍କୁ ପଛରୁ ପିଟି ଦେଇଥିଲା । ପ୍ରିୟା ରାସ୍ତାରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକ ମାନେ ତୁରନ୍ତ IGH ରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଚିକିତ୍ସା ଲାଗି କଟକ ନିଆ ଯାଉଥିବା ବେଳେ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା କୁ ନେଇ ବାସନ୍ତୀ କଲୋନୀ ବାସିନ୍ଦା ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଯୁବପିଢି ଦ୍ରୁତଗତିରେ ଗାଡି ଚାଳନା କରି ନିଜ ଜୀବନ କୁ ବିପଦରେ ପକାଇବା ସହ ଅନ୍ୟ ଜୀବନ ସହ ମଧ୍ୟ ଖେଳୁଛନ୍ତି ।

Conclusion:ଦ୍ରୁତ ଗାଡି ଚାଳନା ଉପରେ ଲଗାମ ଦେବାକୁ ରାଉରକେଲା ଏସ ପି ଙ୍କ ନିକଟରେ ସ୍ଥାନୀୟ ଲୋକ ଦାବି କରିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.