ETV Bharat / city

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡ୍ରାଇଭର ମୃତ - ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି । ପୋଲିସର ଛାନଭିନ। ଅଧିକ ପଢନ୍ତୁ...

One person died after being electrocuted in raorkela
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ
author img

By

Published : Jun 19, 2020, 10:30 AM IST

ରାଉରକେଲା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଛି । ରାଉରକେଲା ବିଶ୍ରା ଅଞ୍ଚଳର ମହିପାଣି ବାସିନ୍ଦା ବିଷ୍ଣୁ ମହତୋଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି । ମନୋହରପୁର ରେଳ କ୍ବାଟର ନିକଟରେ ଏକ ହାଇଓ୍ବାରୁ ଚିପ୍ସ ପକାଉଥିବା ବେଳେ ଗାଡିର ଡାଲା 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା ।

ଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡିଥିଲେ । ପରେ,ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପରିବାର ଲୋକ ମନୋହରପୁର ଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.