ETV Bharat / city

10 ଦଫା ଦାବି ନେଇ ଶ୍ରମ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ - sundargarh cpim

ସୁନ୍ଦରଗଡ଼ ଜିଲ୍ଲା CPIM କମିଟି ତରଫରୁ ପ୍ରବାସୀ ଶ୍ରମିକଙ୍କ 10 ଦଫା ଦାବି ନେଇ ଗୁରୁବାର ଶ୍ରମ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ପ୍ରବାସୀ ଶ୍ରମିକଙ୍କ 10 ଦଫା ଦାବି ନେଇ ଶ୍ରମ କାର୍ଯ୍ୟାଳୟରେ ବିକ୍ଷୋଭ

author img

By

Published : Jul 16, 2020, 5:55 PM IST

ରାଉରକେଲା: 10 ଦଫା ଦାବି ନେଇ ଗୁରୁବାର CPIM ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ଶ୍ରମ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ପ୍ରବାସୀ ଶ୍ରମିକ ମାନଙ୍କୁ 6 ମାସର ମାଗଣା ରାସନ, 7500 ଟଙ୍କା ପ୍ରତିମାସ ପ୍ରଦାନ କରିବା, ମନରେଗାରେ ରୋଜଗାର ଦେବା ପାଇଁ ଅନୁରୋଧ କରିବା ସହିତ କଳକାରଖାନା ଖୋଲି ଏମାନଙ୍କୁ ରୋଜଗାର ପାଇଁ ଦାବି ଉପସ୍ଥାପନ କରା ଯାଇଥିଲା ।

ପ୍ରବାସୀ ଶ୍ରମିକଙ୍କ 10 ଦଫା ଦାବି ନେଇ ଶ୍ରମ କାର୍ଯ୍ୟାଳୟରେ ବିକ୍ଷୋଭ

CPIM ର ବରିଷ୍ଠ ନେତା ବିଷ୍ଣୁ ମହାନ୍ତି ସହିତ ଜାହାଙ୍ଗିର ଅଲି, ବିମାନ ମଇତି, ରାଜକିଶୋର ପ୍ରଧାନ ସହିତ ଅନ୍ୟ ନେତାମାନେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.