ETV Bharat / city

ସ୍କର୍ପିଓରୁ 6 ଲକ୍ଷ 70 ହଜାର ଜବତ

ନିର୍ବାଚନ ସମୟରେ କଳାଧନର ପ୍ରୟୋଗ ରୋକିବା ପାଇଁ ସମସ୍ତ ଗାଡିର ଯାଞ୍ଚ ଚାଲିଥିବା ବେଳେ ରାଉରକେଲାରୁ 6 ଲକ୍ଷ 70 ହଜାର ଟଙ୍କା ଜବତ କରାଯାଇଛି ।

author img

By

Published : Mar 30, 2019, 9:54 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଏକ ସ୍କର୍ପିଓ ଗାଡିରୁ 6 ଲକ୍ଷ 70 ହଜାର ଟଙ୍କା ଜବତ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ କୋଇଡା ଅଞ୍ଚଳରେ ଯାଞ୍ଚ ବେଳେଏକ ସ୍କର୍ପିଓ ଗାଡିରୁ6 ଲକ୍ଷ 70 ହଜ଼ାର ଟଙ୍କା ଜବତ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ସ୍କର୍ପିଓକୁ ଟଙ୍କା କେଉଁଠୁ ଆସିଲା ଏନେଇ ପଚରାଉଚରା ପରେ ମଧ୍ୟ ଡ୍ରାଇଭର ଏ ସମ୍ପର୍କରେ ଜାଣିନଥିବା କହିଥିଲେ ।

ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ଥିବା ବେଳେ ନିର୍ବାଚନ ସମୟରେ କଳାଧନର ପ୍ରୟୋଗ ରୋକିବା ପାଇଁ ସମସ୍ତ ଗାଡିର ଯାଞ୍ଚ ଚାଲିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.