ETV Bharat / city

ଏମିତି ବି ଆସେ ମୃତ୍ୟୁ; ଖେଳିବା ସମୟରେ ଚାଲିଗଲା ଛାତ୍ରଙ୍କ ଜୀବନ

ଏନଆଇଟିର ଏମଟେକ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ । ଏମଟେକ ଦ୍ଵିତୀୟ ବର୍ଷ ଛାତ୍ର ବାସୀମ ହୁସେନ ଶନିବାର ଫୁଟବଲ ଖେଳିବା ସମୟରେ ହଠାତ ଅସୁସ୍ଥ ହୋଇ ମୃତ୍ୟବରଣ କରିଛନ୍ତି । ଅଧିକ ପଢନ୍ତୁ...

ଏମିତି ବି ଆସେ ମୃତ୍ୟୁ; ଖେଳିବା ସମୟରେ ଚାଲିଗଲା ଛାତ୍ରଙ୍କ ଜୀବନ
ଏମିତି ବି ଆସେ ମୃତ୍ୟୁ; ଖେଳିବା ସମୟରେ ଚାଲିଗଲା ଛାତ୍ରଙ୍କ ଜୀବନ
author img

By

Published : Mar 8, 2020, 1:59 AM IST

ରାଉରକେଲା: ରାଉରକେଲା ଏନଆଇଟିର ଏମଟେକ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ । ଏମଟେକ ଦ୍ଵିତୀୟ ବର୍ଷ ଛାତ୍ର ବାସୀମ ହୁସେନ ଶନିବାର ଫୁଟବଲ ଖେଳିବା ସମୟରେ ହଠାତ ଅସୁସ୍ଥ ହୋଇ ମୃତ୍ୟବରଣ କରିଛନ୍ତି । ସେ କେରଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ବାପାଙ୍କ ନାଁ ମୁନୀର.ଏନ ।

ଏମିତି ବି ଆସେ ମୃତ୍ୟୁ; ଖେଳିବା ସମୟରେ ଚାଲିଗଲା ଛାତ୍ରଙ୍କ ଜୀବନ
ଏମିତି ବି ଆସେ ମୃତ୍ୟୁ; ଖେଳିବା ସମୟରେ ଚାଲିଗଲା ଛାତ୍ରଙ୍କ ଜୀବନ

ଫୁଟବଲ ଖେଳିବା ସମୟରେ ପଡିଆରେ ବାସୀମ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସିଡବ୍ଲ୍ୟୁସି ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପୁଣି ତାଙ୍କୁ ଆଇଜିଏଚ ଅଣାଯାଇଥିଲା ।

ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ଏନଆଇଟି କର୍ମଚାରୀ ତଥା ଛାତ୍ର ମନେ ହସ୍ପିଟାଲରେ ପହଞ୍ଚିଥିଲେ । ମୃତଦେହକୁ ହସ୍ପିଟାଲରେ ରଖାଯାଇଥିବା ବେଳେ ମୃତ ବାସୀମଙ୍କ ପରିବାରକୁ ଏ ସମ୍ପର୍କରେ ଖବର ଦିଆଯାଇଥିବା ସୂଚନା ରହିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.