ETV Bharat / city

6 ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ, ପୋଡିଲେ ଟ୍ରାକ୍ଟର-ଜେସିବି - ରାଉରକେଲା-ସୀମାନ୍ତ ଝାରଖଣ୍ଡର ସୋନୁଆ ନିକଟ

ଗତବର୍ଷ ମଧ୍ୟ ରାସ୍ତା କାମରେ ନିୟୋଜିତ ଏହି ଠିକା ସଂସ୍ଥାର ଅନେକ ସଂଖ୍ୟକ ଗାଡି ମାଓବାଦୀମାନେ ପୋଡି ଦେଇଥିଲେ। ରବିବାର ରାତି ପାଖାପାଖି 8ଟାରେ 2ଟା ମୋଟର ସାଇକେଲରେ 6 ଜଣ ସଶସ୍ତ୍ର ଦୁର୍ବୃତ୍ତମାନେ ଆସି ତେଲ ମାଗିଥିଲେ । ଆଉ ଗାଡି ଗୁଡିକରେ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା
author img

By

Published : Sep 16, 2019, 2:56 PM IST

ରାଉରକେଲା: ନକ୍ସଲଙ୍କ ଉନ୍ମକ୍ତ କାଣ୍ଡ । ରାସ୍ତା କାମକୁ ବିରୋଧ କରି ଏକ ଠିକା ସଂସ୍ଥାର ଗୋଟିଏ ଟ୍ରାକ୍ଟର ଓ ଜେସିବିକୁ ନକ୍ସଲମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି । ରାଉରକେଲା-ସୀମାନ୍ତ ଝାଡଖଣ୍ଡର ସୋନୁଆ ନିକଟ ଗୁଦୁଡି ଥାନାର କୁଟିପିରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ, ଗତବର୍ଷ ମଧ୍ୟ ରାସ୍ତା କାମରେ ନିୟୋଜିତ ଏହି ଠିକା ସଂସ୍ଥାର ଅନେକ ସଂଖ୍ୟକ ଗାଡିକୁ ମାଓବାଦୀମାନେ ପୋଡି ଦେଇଥିଲେ। ରବିବାର ରାତି ପାଖାପାଖି 8ଟାରେ 2ଟା ମୋଟର ସାଇକେଲରେ 6 ଜଣ ସଶସ୍ତ୍ର ଦୁର୍ବୃତ୍ତ ଆସି ତେଲ ମାଗିଥିଲେ । ଆଉ ଗାଡି ଗୁଡିକରେ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ପୋଡାହାତ ଜଙ୍ଗଲର ଏହି ଅଞ୍ଚଳରେ ମାଓବାଦୀ ତଥା ପିଏଲଏଫଆଇ ସଙ୍ଗଠନ ସକ୍ରିୟ ହୋଇଥିବାବେଳେ କିଏ ନିଆଁ ଲଗେଇଛି ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଘଟଣାସ୍ଥଳରେ କିଛି ପୋଷ୍ଟର ମିଳି ନଥିବାରୁ ଏହି କାଣ୍ଡ ନକ୍ସଲଙ୍କ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଝାଡଖଣ୍ଡର ପୋଲିସ ଘଟଣାର ତଦନ୍ତ କରୁଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ସୀମାନ୍ତ ଝାରଖଣ୍ଡ ର ସୋନୁଆ ନିକଟ ଗୁଦୁଡି ଥାନା ର କୁଟିପି ରେ ନକ୍ସଲ ମାନେ ଏକ ଟ୍ରାକ୍ଟର ତଥା ଜେସିବି ପୋଡି ଦେଇଛନ୍ତି। ପୋଡାହାତ ଜଙ୍ଗଲ ର ଏହି ଅଂଚଳ ରେ ମାଓବାଦୀ ତଥା plfi ସଂଗଠନ ସକ୍ରିୟ ହୋଇ ଥିବାରୁ ନିଆ କିଏ ଲାଗିଛି ତାହା ସ୍ପଷ୍ଟ ହୋଇ ପାରୁ ନାହିଁ।
Body:ଏଠାରେ କିଏ ହେଲେ ପୋଷ୍ଟେର ଛାଡି ନ ଥିବାରୁ କିଏ ନିଆଁ ଲଗାଇଛି ଏହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ରାସ୍ତା କାମ ରେ ନିୟୋଜିତ ଏହି ଠିକ ସଂସ୍ଥା ର ବହୁତ ସଂଖ୍ୟା ରେ ଗାଡି ଗତ ବର୍ଷ ମଧ୍ୟ ମାଓବାଦୀ ପୋଡି ଦେଇ ଥିଲେ।

Conclusion:ରାତି 8 ଟାରେ ମୋଟରସାଇକଲ ରେ 3 କଣ ସଶସ୍ତ୍ର ଆସି ତେଲ ମାଗି ଗାଡି ଗୁଡିକରେ ନିଅ ଲଗାଇ ଦେଇ ଥିଲେ।ଝାରଖଣ୍ଡ ର ପୋଲିସ ଘଟଣା ର ତଦନ୍ତ କରୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.