ETV Bharat / city

ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା - ରାଉରକେଲା ବୀଭତ୍ସ୍ୟ ହତ୍ୟା

ରାଉରକେଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କୁଳି ପୋଷ ଗାଁରେ ବୀଭତ୍ସ୍ୟ ହତ୍ୟାକାଣ୍ଡ । ଗୁଣିଗାରେଡି ସନ୍ଦେହରେ ଖଇରୁ ନାଇକ ନାମକ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତ ଗଳା କାଟି କଲେ ହତ୍ୟା ।

ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା
author img

By

Published : Oct 9, 2019, 1:23 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କୁଳି ପୋଷ ଗାଁରେ ବୀଭତ୍ସ୍ୟ ହତ୍ୟାକାଣ୍ଡ । ମଙ୍ଗଳବାର ରାତି ଖଇରୁ ନାଇକ ଘରେ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତ ଆସି ତାଙ୍କର ଗଳା କାଟି ଫେରାର ହୋଇଯାଇଛି ।

ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା

ବୁଧବାର ସକାଳୁ ଗାଁ ଲୋକେ ଏହି ଦୃଶ୍ୟକୁ ଦେଖିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖଇରୁ କିଛି ବର୍ଷ ହେବ ବଣାଇ ଅଞ୍ଚଳରୁ ଆସି କୁଳି ପୋଷ ଅଞ୍ଚଳରେ ରହୁଥିବା ବେଳେ ଏଠାରେ ଝଡା ଫୁଙ୍କା କରୁଥିବା ଜଣାପଡିଛି । ଏହାସହ ଜମିବାଡ଼ିକୁ ନେଇ କୌଣସି ବିବାଦ ସୃଷ୍ଟି ହୋଇଥିବା ପୋଲିସକୁ ସୂଚନା ମିଳିଛି । ତେବେ ଏହି ହତ୍ୟାକାଣ୍ଡ ଗୁଣି ଗାରେଡ଼ି ନା ଜମି ବିବାଦକୁ ନେଇ ଘଟିଛି ତାହା ଜଣାପଡିନାହିଁ । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ଶୋଇ ଥିବା ବେଳେ ଗଲା କାଟି ହତ୍ୟା,
ରାଉରକେଲା- ସୁନ୍ଦରଗଡ ଜିଲ୍ଲାର ଲହୁଣିପଡ଼ା ଥାନାର କୁଳି ପୋଷ ଗ୍ରାମରେ ଗତ କାଲି ରାତିରେ ଖଇରୁ ନାଇକ ଘରେ ଶୋଇଥିବା ବେଳେ କେହି ଜଣେ ଦୁବୃର୍ତ୍ତ ତାଙ୍କର୍ ଗଳାକାଟି ହତ୍ଯା କରିଥିବା ଜଣା ପଡିଛି,
Body:
ଆଜି ସକାଳୁ କେତେକ ବ୍ଯକ୍ତି ଦେଖିବା ପରେ ପୁଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ଖଇରୁ କିଛି ବର୍ଷ ହେବ ବଣାଇ ଅଂଚଳରୁ ଆସି କୁଳି ପୋଷ ଅଞ୍ଚଳରେ ରହୁଥିବା ବେଳେ ଏଠାରେ ଝଡା ଫୁଙ୍କା କରୁଥିବା ମଧ୍ଯ ଜଣାପଡିଛି,

Conclusion:ଏହା ସହିତ ଜମିବାଡ଼ି କୁ ନେଇ ମଧ୍ଯ ବିବାଦ ସୃଷ୍ଟି ହୋଇ ଥିବା ସୂଚନା ମିଳିଥିବା ବେଳେ ଏହି ହତ୍ୟା କାଣ୍ଡ ଗୁଣି ଗାରେଡ଼ି ଏବଂ ତନ୍ତ୍ରମନ୍ତ୍ର କି ଜମି ବିବାଦ ତାହା ଜଣା ପଡିନାହିଁ, ପୁଲିସ ମୃତ ଦେହକୁ ଯାବତ କରି ତଦନ୍ତ ଆରମ୍ଭ କରିଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.