ETV Bharat / city

ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ

author img

By

Published : Jun 1, 2020, 10:56 AM IST

ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ । ପ୍ରବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ବସ ଯୋଗେ ପଠାଯାଉଛି ଘରକୁ । ଅଧିକ ପଢନ୍ତୁ...

migrant labour special train reached in rourkela railway station
ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ

ରାଉରକେଲା : ଲକ ଡାଉନ ପାଇଁ ଘରକୁ ବାହୁଡୁଛନ୍ତି ପ୍ରବାସୀ ଶ୍ରମିକ । ପ୍ରତ୍ୟକ ଦିନ ଶହ ଶହ ଶ୍ରମିକ ରାଜ୍ୟ ବାହାରୁ ଆସୁଛନ୍ତି । ମୁମ୍ବାଇରୁ ରାଉରକେଲା ରେଳ ଷ୍ଟେସନରେ ସୋମବାର ସକାଳୁ ଆସି ପହଞ୍ଚିଛି ଶ୍ରମିକ ସ୍ପେଶାଲ ଟ୍ରେନ । 500 ପ୍ରବାସୀଙ୍କ ଲାଗି ବ୍ୟବସ୍ଥା ହୋଇଥିବା ବେଳେ ପାଖାପାଖି 700 ପ୍ରବାସୀ ପହଞ୍ଚିଛନ୍ତି ।

ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଓ ମେଡିକାଲ ଟିମ ପକ୍ଷରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ବିଭିନ୍ନ ଜିଲ୍ଲାକୁ ବସ ଯୋଗେ ପଠାଯାଇଛି । ଏତେ ସଂଖ୍ୟକ ପ୍ରବାସୀ ଏକା ସଙ୍ଗେ ଆସିଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ବସ ସଂଖ୍ୟା କମ ରହିଥିଲା ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.