ETV Bharat / city

ମାଓବାଦୀଙ୍କ ଟାର୍ଗେଟରେ ଗୀତାଞ୍ଜଳି ଏକ୍ସପ୍ରେସ, ହାଇଆଲର୍ଟରେ ପୋଲିସ - maoist target to gitanjali express

ମାଓବାଦୀଙ୍କ ଟାର୍ଗେଟରେ ଗୀତାଞ୍ଜଳି ଏକ୍ସପ୍ରେସ । ଏକ୍ସପ୍ରେସରେ ବଡ ଧରଣର ଅଘଟଣ ଘଟାଇ ପାରନ୍ତି ମାଓବାଦୀ । ଏପରି ଗୁଇନ୍ଦା ସୂଚନା ମିଳିବା ପରେ ହାଇଆଲର୍ଟରେ ପୋଲିସ ଓ ସିଆରପିଏଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 10, 2019, 2:17 PM IST

ରାଉରକେଲା: ମାଓବାଦୀଙ୍କ ଟାର୍ଗେଟରେ ଗୀତାଞ୍ଜଳି ଏକ୍ସପ୍ରେସ । ଏକ୍ସପ୍ରେସରେ ବଡ ଧରଣର ଅଘଟଣ ଘଟାଇ ପାରନ୍ତି ମାଓବାଦୀ । ଏପରି ଗୁଇନ୍ଦା ସୂଚନା ମିଳିବା ପରେ ହାଇଆଲର୍ଟରେ ପୋଲିସ ଓ ସିଆରପିଏଫ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ପୋଲିସକୁ ସୂଚନା ମିଳିଥିଲା କି,3 ଜଣ ମାଓବାଦୀ ଗୀତାଞ୍ଜଳି ଏକ୍ସପ୍ରେସକୁ 8 ତାରିଖରୁ 11 ତାରିଖ ମଧ୍ୟରେ ମହଲିମୁରୁମ ଅଞ୍ଚଳରେ କ୍ଷତି ପହଞ୍ଚାଇବା ଯୋଜନାରେ ଅଛନ୍ତି । ତେବେ ପରେ 7 ତାରିଖରୁ ଝାଡଖଣ୍ଡ ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ମାଓ ହମଲା ନେଇ ସୂଚନା ମିଳିବା ପରେ ମହଲିମୁରୁମ ଅଞ୍ଚଳ ସହ ଖାରଶବା ତଥା ସିନିରେ ଆଲର୍ଟ କରାଯାଇଛି ।

ସେପଟେ ଏହି ଟ୍ରେନଟି ରାଉରକେଲା ଦେଇ ଯିବାକୁ ଥିବାରୁ ଏହା ଚିନ୍ତାର କାରଣ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଗୀତାଞ୍ଜଳି ଏକ୍ସପ୍ରେସ କୁ ଟାର୍ଗେଟ କରି ପାରନ୍ତି ମାଓବାଦୀ।ଏହା ନେଇ ପୋଲିସ, ସିଆରପିଏଫ ତଥା RPF କୁ ହାଇ ଏଲର୍ଟ ରେ ରଖ ଯାଇଛି। ମିଳିଥିବା ଖବର ଅନୁସାରେ ପୋଲିସ କୁ ସୂଚନା ମିଳିଥିଲା କି ମହଲିମୁରୁମ ର 3 ଜଣ ମାଓବାଦୀଙ୍କ ସହିତ ମିଶି ଗୀତାଞ୍ଜଳି ଏକ୍ସପ୍ରେସ କୁ 8 ତାରିଖ ରୁ 11 ତାରିଖ ମଧ୍ୟ ରେ କ୍ଷତି ପହଞ୍ଚାଇବା ଯୋଜନା ରେ ଅଛନ୍ତି।

Body:7 ତାରିଖ ଦିନ ଝାରଖଣ୍ଡ ପୋଲିସ ଏହି 3 ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି କିନ୍ତୁ କିଛି ତଥ୍ୟ ମିଳିନାହିଁ। RPF ର କମଣ୍ଡେଣ୍ଟ ଖବର ପାଇବା ପରେ ଏହି ଅଞ୍ଚଳ ସହିତ ଖାରଶବା ତଥା ସିନି ରେ ଏଲର୍ଟ କର ଯାଇଛି।

Conclusion:ଧାରା ଯାଇଥିବା 3 ଜଣଙ୍କ ପାଖରୁ ପୋଲିସ କୁ କିଛି ବିଶେଷ ମିଳି ନ ଥିବା ସତ୍ତ୍ୱେ ଏହାକୁ ହାଲୁକା ଭାବରେ ଗ୍ରହଣ କରି ପାରୁନାହିଁ। ପୁରା ଅଳେର୍ଟ ଝାରଖଣ୍ତ ଅଂଚଳ ରେ ରହିଛି କିନ୍ତୁ ଟ୍ରେନ ଟି ରାଉରକେଲା ଦେଇ ଯିବା ଆସିବା କରୁ ଥିବାରୁ ଏହା ଚିନ୍ତା ର କାରଣ।
PTC
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.