ETV Bharat / city

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଛନ୍ତି ଜଣେ ନାବାଳକ । ଶରୀରର ଅଧିକାଂଶ ଅଂଶ ପୋଡ଼ିଯାଇଥିବା ବେଳେ ରାଉରକେଲାର ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

author img

By

Published : Jan 14, 2020, 7:52 PM IST

minor-boy
minor-boy

ରାଉରକେଲା: ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦେବଗାଁ ଅଞ୍ଚଳରେ ନାବାଳକ ଗୁରୁତର । ଦେହୁରୀ ବସ୍ତିରେ ଶୁଭମ ଟପ୍ପୋ ନାମକ ଜଣେ ନାବାଳକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୋଡି ହୋଇ ଗୁରୁତର ଅବସ୍ଥାରେ ରାଉରକେଲାର ସରକାରୀ ହସ୍ପିଟାଲ (RGH)ରେ ଭର୍ତ୍ତି ହୋଇଛନ୍ତି ।

major-electric-shocked
ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ଆଜି (ମଙ୍ଗଳବାର) ବସ୍ତିର ଲୋକମାନେ 12 ବର୍ଷର ଶୁଭମକୁ ଧରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ । RGHରେ ତାଙ୍କ ଚିକିତ୍ସା ଚାଲିଛି କିନ୍ତୁ ବିଦ୍ୟୁତ ସଂସ୍ପର୍ଶରେ ସେ କେମିତି ଆସିଲେ ତାହା ସ୍ପଷ୍ଟ ହୋଇ ନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଉଚ୍ଚ ବିଦ୍ୟୁତ ପ୍ରବାହିତ ତାର ସଂସ୍ପର୍ଶ ରେ ଆସି ଦେବଗାଓଁ ଅଂଚଳ ରେ ଦେହୁରୀ ବସ୍ତି ରେ ଏକ ନାବାଳକ ପୋଡି ହୋଇ ଗୁରୁତର ଅବସ୍ଥା ରେ RGH କୁ ଆସି ଥିଲା।

Body:ଆଜି ବସ୍ତି ର ଲୋକ ମାନେ 12 ବର୍ଷ ର ଶୁଭମ ଟପ୍ପୋ କୁ ଧରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ।RGH ରେ ତାଙ୍କ ଚିକିତ୍ସା ଚାଲିଛି କିନ୍ତୁ ବିଦ୍ୟୁତ ସଂସ୍ପର୍ଶ ରେ ସେ କେମିତି ଆସିଲା ତାହା ସ୍ପଷ୍ଟ ହୋଇ ନାହିଁ।Conclusion:ଘଟଣା ଟି ତଦନ୍ତ ସାପେକ୍ଷ କି ହାଇ ଭୋଲ୍ଟେଜ ଲାଇନ ସଂସ୍ପର୍ଶ ସେ ଆସିଲା କେମିତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.