ETV Bharat / city

ବ୍ୟାଙ୍କ ଗାଡିରୁ 12 ଲକ୍ଷ ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର - ରାଉରକେଲା ଅପରାଧ ଖବର

କୁଆଁରମୁଣ୍ଡା ଅଞ୍ଚଳରେ ସକାଳୁ ସକାଳୁ ଲୁଟ ଘଟଣା । ପଞ୍ଚାୟତ ପାଇଁ ଆଇସିଆଇସିଆଇ ବ୍ୟାଙ୍କରୁ ଏକ ବୋଲେରୋ ଯୋଗେ ଆସିଥିବା 12 ଲକ୍ଷ ଟଙ୍କା ଲୁଟ କରିଛନ୍ତି କିଛି ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 15, 2019, 10:09 AM IST

Updated : Oct 15, 2019, 10:28 AM IST

ରାଉରକେଲା: କୁଆଁରମୁଣ୍ଡା ଅଞ୍ଚଳରେ ସକାଳୁ ସକାଳୁ ଲୁଟ ଘଟଣା । ପଞ୍ଚାୟତ ପାଇଁ ଆଇସିଆଇସିଆଇ ବ୍ୟାଙ୍କରୁ ଏକ ବୋଲେରୋ ଯୋଗେ ଆସିଥିବା 12 ଲକ୍ଷ ଟଙ୍କା ଲୁଟ କରିଛନ୍ତି କିଛି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ପୂର୍ବରୁ ଉପସ୍ଥିତ ଥିବା ବେଳେ ବୋଲେରୋ ସେଠାରେ ପହଞ୍ଚିବା କ୍ଷଣି ସୁରକ୍ଷାକର୍ମୀଙ୍କୁ ମାରପିଟ କରିବା ସହ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଗାଡିରେ ଲକ୍ଷାଧିକ ଟଙ୍କା ରହିଥିବାରୁ ସୁରକ୍ଷା ଦାୟିତ୍ବରେ କିଛି ବନ୍ଧୁକଧାରୀ ସୁରକ୍ଷାକର୍ମୀମାନେ ରହିଥିଲେ । ହେଲେ ଦୁର୍ବୃତ୍ତମାନେ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଭାଙ୍ଗିବା ସହ ଲୁଟ ପରେ ଫେରାର ହୋଇଯାଇଥିଲେ । ଖବର ପାଇ ବିରମିତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ଅପରାଧୀମାନଙ୍କୁ ଧରିବା ପାଇଁ ପଚରାଉଚୁରା ମଧ୍ୟ ଜାରି ରହିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- କୁଆରମୁଣ୍ଡା ଅଂଚଳ ରେ ଆଜି ସକାଳୁ 12 ଲକ୍ଷ ଟଙ୍କା ତାଙ୍କ ଲୂଟ ର ଘଟଣା ସାମ୍ନା କୁ ଆସିଛି। ମୋଟରସାଇକଲ ରେ ଆସି ଥିବା ଯୁବକ ମାନେ ଅଚାନକ ହମଲା କରି ବନ୍ଧୁକ ଧରି ସୁରକ୍ଷା ରେ ଥିବା ଲୋକ ର ବନ୍ଧୁକ ଛଡାଇ ଭାଙ୍ଗି ଦେଲେ।ସଶସ୍ତ୍ର ମାଡ଼ ମାରିବା ପରେ ତାଙ୍କ ଲୁଟି ଫେରାର ହୋଇ ଯାଇ ଥିଲେ।Body:କୁହ ଯାଉଛି କୁଆରମୁଣ୍ଡା ପାଇଁ IcICI bank ରୁ ଏହି ତାଙ୍କ ଯାଇ ଥିଲା। ସେମାନେ ଗାଡି ର ଗେଟ ଖୋଲିବା ମାତ୍ର କେ ଆଗରୁ ଛିଡା ହୋଇ ଥିବା 5 ଅପରାଧୀ ଲୂଟ ପଟ କରିଥିଲେ।Conclusion:ଖବର ପାଇବା ପରେ ବିରମିତ୍ରପୁର ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି। ଅପରାଧୀ ମାନଙ୍କୁ ଧରିବା ପାଇଁ ପୋଲିସ ପଚରା ଉଚରା ମଧ୍ୟ କରୁଛି।
Last Updated : Oct 15, 2019, 10:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.