ETV Bharat / city

ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଘୋଟାଲା ଅଭିଯୋଗ, ଆମରଣ ଅନଶନରେ ଗ୍ରାମବାସୀ - hunger strike in rourkela

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀକୁ ନିଲମ୍ବନ ଦାବି କରି ରାଉରକେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ। ଅନଶନରେ ବସିଲେ ଲଙ୍କେଇ ଗାଁ 14 ନମ୍ବର ୱାର୍ଡର ଲୋକେ।

lankei villager
ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଘୋଟାଲା ଅଭିଯୋଗ, ଆମରଣ ଅନଶନରେ ଗ୍ରାମବାସୀ
author img

By

Published : Jan 10, 2020, 7:50 PM IST

ରାଉରକେଲା: ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀକୁ ନିଲମ୍ବନ ଦାବି କରି ରାଉରକେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନରେ ବସିଲେ ଲଙ୍କେଇ ଗାଁ 14 ନମ୍ବର ୱାର୍ଡର ଲୋକେ।

ୱାର୍ଡରେ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ କରିବା ସହ ଅଧିକାରୀଙ୍କ ନିଲମ୍ବନ ଦାବି କରି ସେମାନେ ଧାରଣାରେ ବସିଛନ୍ତି । ପୂର୍ବରୁ ନିଯୁକ୍ତିରେ ହୋଇଥିବା ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ନମିଳିବାରୁ ଏମାନେ ଧାରଣା ଦେଇଥିବା ଜଣାପଡିଛି।

ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଘୋଟାଲା ଅଭିଯୋଗ, ଆମରଣ ଅନଶନରେ ଗ୍ରାମବାସୀ

14 ନମ୍ବର ୱାର୍ଡରେ ଅଙ୍ଗନୱାଡି କର୍ମୀ ପାଇଁ ପୋଷ୍ଟ ବାହାରିଥିଲା। ଏଥିପାଇଁ ଦୁଇଜଣ 14 ନମ୍ବର ୱାର୍ଡରୁ ଆବେଦନ କରିଥିବାବେଳେ ଜଣେ 13 ନମ୍ବର ୱାର୍ଡରୁ ଆବେଦନ କରିଥିଲେ। 13 ନମ୍ବର ୱାର୍ଡର ଆବେଦନକାରୀଙ୍କୁ ନିଯୁକ୍ତି ମିଳିବାରୁ ଏମାନେ ତାହାର ବିରୋଧ କରିବା ସହ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କୁ କାର୍ଯ୍ୟ ରୁ ନିଲମ୍ବନ ତଥା ନୂଆଗାଁ ବ୍ଲକ ର ଆଙ୍କରପଲ୍ଲୀ ଗ୍ରାମ ର ଲଙ୍କେଇ ଗାଁ ର 14 ନମ୍ବର ୱାର୍ଡ ରେ ଯୋଗ୍ୟ ଆଙ୍ଗନବାଡି ଶିକ୍ଷତ୍ରି ନିଯୁକ୍ତି ପ୍ରଦାନ ଦାବି କରି ଗାଁ ର ଶତାଧିକ ଲୋକ ମାନେ ଆଜି ରାଉରକେଲା ର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଜଗଦୀଶ ମୁଣ୍ଡାରୀଙ୍କ ନେତୃତ୍ୱ ରେ ଦାବି ପୁରା ନ ହେବା ଯାଏ ଆମରଣ ଅନଶନ ଆରମ୍ଭ କରିଛନ୍ତି।

Body:ଏହି ନିଯୁକ୍ତି ରେ ହୋଇ ଥିବା ଅନିୟମିତତା ପ୍ରତି ଗ୍ରାମବାସୀ ଜିଲ୍ଲାପାଳଙ୍କ ଧ୍ୟାନକର୍ଷଣ କରି ଥିଲେ। ଜିଲ୍ଲାପାଳ ମଧ କାର୍ଯ୍ୟାନୁଷ୍ଟନ ପାଇଁ ଆଶ୍ୱାସନା ଦେ ଥିଲେ। cdpo ଯାଞ୍ଚ ପାଇଁ ଯାଇ ଥିଲେ। ସେହି ସମୟ ରେ ଗ୍ରାମବାସୀ ସବୁ କହି ଥିଲେ।ପରେ ପାନପୋଷ ର ଉପଜିଲ୍ଲାପାଳ ମଧ୍ୟ 7 ଦିନ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଥିବାରୁ ଆନ୍ଦୋଳନ ଏକମାତ୍ର ଉପାୟ ବୋଲି ଆଜି ଆମରଣ ଅନଶନ ଆରମ୍ଭ ହୋଉଛି।

Conclusion:ଜଗଦୀଶ ମୁଣ୍ଡାରୀ ସହିତ ଚାନ୍ଦମଣି ସନ୍ଦିଲ ତଥା ଶତାଧିକ ମହିଳା ମାନେ ତାଙ୍କ ଦାବି କୁ ନେଇ ଧାରଣା ରେ ବସି ରହିଛନ୍ତି।
ବାଇଟ- ଜଗଦୀଶ ମୁଣ୍ଡାରୀ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.