ETV Bharat / city

ମୋଦିଙ୍କୁ ଧନ୍ୟବାଦ ଦେଲେ ଜୁଏଲ - ଜୁଏଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଏକତା ତଥା ଅଖଣ୍ଡତା ତଥା ବିକାଶ ପାଇଁ ଧନ୍ୟବାଦ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଧାରା 370 ଉଚ୍ଛେଦ ଓ ଟ୍ରିପଲ ତଲାକ ବିଲ୍ ପାରିତ ନେଇ ରଖିଲେ ମତ।

ଡିଜାଇନ ଫଟୋ
author img

By

Published : Aug 19, 2019, 8:00 PM IST

ରାଉରକେଲା: ଜମ୍ମୁ କାଶ୍ମୀରରୁ ୩୭୦ ଧାରା ତଥା 35 ଏ ଉଠିବା ନେଇ ମତ ରଖିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଏକତା ତଥା ଅଖଣ୍ଡତା ତଥା ବିକାଶ ପାଇଁ ପ୍ରୟାସ ଜାରିରଖିଛନ୍ତି । ଧାରା 370 ଉଚ୍ଛେଦ ଓ ଟ୍ରିପଲ ତଲାକ ବିଲ୍ ପାରିତ କରି ମୁସଲମାନ ମହିଳାଙ୍କୁ ନ୍ୟାୟ ପ୍ରଦାନ କରି ଥିବାରୁ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା

ରାଉରକେଲାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି,ଗୃହମନ୍ତ୍ରୀ ସହିତ ମନ୍ତ୍ରୀମଣ୍ଡଳ ପୁରୁଣା ଦାବି ପୁରା କରିଛନ୍ତି । ଏହି ନିଷ୍ପତି ଦ୍ବାରା କାଶ୍ମୀରବାସୀ ବେଶ ଖୁସି ଅଛନ୍ତି । ଲଦାଖରେ କେନ୍ଦ୍ରରୁ ସିଧାସଳଖ ଅନୁଦାନ ଲୋକ ପାଇ ପାରିବେ।

ସାମ୍ବାଦିକ ସମ୍ମିଳନୀରେ ଓରାମଙ୍କ ସହ କିଶନ ପ୍ରସାଦ ସାହୁ,ଧୀରେନ ସେନାପତି,ଜଗବନ୍ଧୁ ବେହରା,ନିହାର ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

Intro:ରାଉରକେଲା-ପ୍ରଧାନମନ୍ତୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ତଥା 35 ଏ ଉଛ୍ଛେଦ କରି ଦେଶ ର ଏକତା ତଥା ଅଖଣ୍ଡତା ତଥା ବିକାଶ ପାଇଁ ପ୍ରୟାସ କରି ଥିବା ବେଳେ ଏବଂ ତ୍ରିପଲ ତଲାକ ବିଲ୍ ପାରିତ କରି ମୁସଲମାନ ମହିଳାଙ୍କୁ ନ୍ଯାୟ ପ୍ରଦାନ କରି ଥିବାରୁ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ଧନ୍ୟବାଦ ଅର୍ପଣ କରିଥିଲେ।
ରାଉରକେଲା ରେ ଆଜି ସାମ୍ବାଦିକ ମାନଙ୍କୁ କହି ଥିଲେ କି ପ୍ରଧାନମନ୍ତ୍ରୀ,ଗୃହ ମନ୍ତ୍ରୀ ସହିତ ମନ୍ତ୍ରୀମଣ୍ଡଳ ପୁରୁଣା ଦାବି ପୁରା କରିଛନ୍ତି।Body:ଏହି ନିଷ୍ପତି ଦ୍ୱାରା କାଶ୍ମୀର ରେ ରହୁ ଥିବା ଲୋକ ଖୁଶି ରେ ଅଛନ୍ତି। ଲାଡ଼ଦାଖ ରେ କେନ୍ଦ୍ର ରୁ ସିଧାସଳଖ ଅନୁଦାନ ଲୋକ ପାଇଁ ପାରିବେ।Conclusion:ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ଓରାମ ସହିତ କିଶନ ପ୍ରସାଦ ସାହୁ,ଧୀରେନ ସେନାପତି,ଜଗବନ୍ଧୁ ବେହର, ଲଟିକ ପତ୍ନୀଙ୍କ, ନିହାର ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.