ETV Bharat / city

ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ରନାଥ ମିଶ୍ରଙ୍କ ବିୟୋଗରେ ଜୁଏଲ ଓରାମଙ୍କ ଶୋକ

author img

By

Published : Dec 7, 2020, 3:18 PM IST

Updated : Dec 7, 2020, 3:41 PM IST

ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ରନାଥ ମିଶ୍ରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିବା ସହ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ସୁନ୍ଦରଗଡ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଅଧିକ ପଢନ୍ତୁ...

ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ରନାଥ ମିଶ୍ରଙ୍କ ବିୟୋଗରେ ଜୁଏଲ ଓରାମଙ୍କ ଶୋକ
ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ରନାଥ ମିଶ୍ରଙ୍କ ବିୟୋଗରେ ଜୁଏଲ ଓରାମଙ୍କ ଶୋକ

ରାଉରକେଲା: ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ରନାଥ ମିଶ୍ରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ସୁନ୍ଦରଗଡ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ରାଜେନ୍ଦ୍ରଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଜୁଏଲ ।

ସାଂସଦ ଜୁଏଲ ଓରାମ ଟ୍ବିଟ କରି କହିଛନ୍ତି, ରାଉରକେଲାର ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ଅକାଳ ବିୟୋଗ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି l ଆଜି ତାଙ୍କ ରାଉରକେଲାସ୍ଥିତ ବାସଗୃହକୁ ଯାଇ ତାଙ୍କ ମରଶରୀରର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲି ଏବଂ ଶୋକସନ୍ତପ୍ତ ପରିବାରିବର୍ଗ ଓ ଶୁଭେଚ୍ଛୁମାନଙ୍କୁ ଭେଟି ସମବେଦନା ଜଣାଇଥିଲି l

ରବିବାର ରାଉରକେଲା ଆଇଜିଏଚରେ ଚିକିତ୍ସାଧିନ ଅବସ୍ଥାରେ ଇଟିଭି ଭାରତର ରାଉରକେଲା ରିପୋର୍ଟର ତଥା ସମ୍ବାଦଦାତା ରାଜେନ୍ଦ୍ରନାଥ ମିଶ୍ରଙ୍କର ଦେହାନ୍ତ ହୋଇଥିଲା । ଅନେକ ଦିନରୁ କିଡନୀଜନିତ ରୋଗରେ ପୀଡିତ ଥିଲେ ରାଜେନ୍ଦ୍ର । ହିନ୍ଦୀ ଖବରକାଗଜରୁ ସାମ୍ବାଦିକତା ଆରମ୍ଭ କରିଥିବା ରାଜେନ୍ଦ୍ର ପରେ ବୈଦ୍ୟୁତିକ ଗଣମାଧ୍ୟମକୁ ଆସିଥିଲେ । ଦେହାନ୍ତ ପୂର୍ବରୁ ଇଟିଭି ଭାରତର ରାଉରକେଲା ସାମ୍ବାଦିକ ଭାବରେ ପ୍ରତିନିଧିତ୍ବ କରୁଥିଲେ ।

Last Updated : Dec 7, 2020, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.