ETV Bharat / city

ପୁଣି ଅଧା ରାସ୍ତରେ ଶ୍ରମିକ ସ୍ପେସାଲ ଟ୍ରେନରୁ ଓହ୍ଲାଇ ଗଲେ ଅମାନିଆ ପ୍ରବାସୀ ଶ୍ରମିକ

author img

By

Published : Jun 2, 2020, 3:54 AM IST

ଲୋକମାନ୍ୟ ତିଳକ ଟର୍ମିନାଲରୁ ହାୱାଡା ଯାଉଥିବା ଶ୍ରମିକ ସ୍ପେସିଆଲ ଟ୍ରେନରୁ ଓଡିଶାର 24 ଜଣ ରାଉରକେଲା ରେଳ ଷ୍ଟେସନରେ ଓଲ୍ହାଇ ପଡିଛନ୍ତି ।

in-the-middle-of-the-road-migrant-workers-get-off-from-shramika-special-train
ପୁଣି ଅଧା ରାସ୍ତରେ ଶ୍ରମିକ ସ୍ପେସାଲ ଟ୍ରେନରୁ ଓହ୍ଲାଇ ଗଲେ ଅମାନିଆ ପ୍ରବାସୀ ଶ୍ରମିକ

ରାଉରକେଲା: ଲୋକମାନ୍ୟ ତିଳକ ଟର୍ମିନାଲରୁ ହାୱାଡା ଯାଉଥିବା ଶ୍ରମିକ ସ୍ପେସିଆଲ ଟ୍ରେନରୁ ଓଡିଶାର 24 ଜଣ ରାଉରକେଲା ରେଳ ଷ୍ଟେସନରେ ଓଲ୍ହାଇ ପଡିଛନ୍ତି । ଏହି 24 ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡାର 19 ଜଣ ଥିବା ବେଳେ ମୟୁରଭଞ୍ଜର 2 ଜଣ ତଥା ଜଗତସିଂହପୁରର 3 ଜଣ ଅଛନ୍ତି ।

ସୋମବାର ରାତିରେ ଏହି ଟ୍ରେନ 1889 ରାଉରକେଲାରେ ଯାତ୍ରୀମାନକୁ ଖାଇବା ଦେବା ପାଇଁ ଅଟକି ଥିଲା। ସେହି ସମୟରେ ଓଡିଶାର ଶ୍ରମିକ ମାନେ ଓଲ୍ହାଇ ପଡିଥିଲେ । ଏମାନଙ୍କ ଓଲ୍ହାଇବା ଘଟଣାର ସୂଚନା ଜିଲ୍ଲା ପ୍ରଶାସନ ତଥା ମହାନଗର ନିଗମକୁ ଦିଆଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.