ETV Bharat / city

ଆରଟିଆଇରେ ତଥ୍ୟ ମାଗିଲେ ଦେବାକୁ ପଡିବ 2 ଲକ୍ଷ ଟଙ୍କା ! - rti news in rourkela

ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ଦେବାକୁ ପଡିବ 2 ଲକ୍ଷ 18 ହଜାର 363 ଟଙ୍କା । ଏହା ବିଶ୍ବାସ କରି ହେଉନଥିଲେ ବି ରାଉରକେଲାରେ ଏପରି ଦେଖିବାକୁ ମିଳିଛି । ଯାହା ରାଜ୍ୟର ‘5ଟି’ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Nov 11, 2019, 3:01 PM IST

ରାଉରକେଲା: ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ଦେବାକୁ ପଡିବ 2 ଲକ୍ଷ18 ହଜାର 363 ଟଙ୍କା । ଏହା ବିଶ୍ବାସ କରି ହେଉନଥିଲେ ବି ରାଉରକେଲାରେ ଏପରି ଦେଖିବାକୁ ମିଳିଛି । ବାସନ୍ତୀ କଲୋନୀର ବିଜୟ କୁମାର ପ୍ରଧାନ ଆରଡିଏ ଠାରୁ ସୂଚନା ଅଧିକାର ବଳରେ କିଛି ସୂଚନା ମାଗିଥିଲେ। ତେବେ ଏହି ସୂଚନା ସମ୍ବନ୍ଧରେ ଜାଣିବାକୁ ହେଲେ ତାଙ୍କୁ ଏହି ଟଙ୍କା ଜମା କରିବା ପାଇଁ ନୋଟିସ ଆସିଛି । ଯାହାକୁ ଦେଖି ସେ ହତବାକ ହୋଇଯାଇଛନ୍ତି ।

ଆରଟିଆଇରେ ତଥ୍ୟ ମାଗିଲେ ଦେବାକୁ ପଡିବ 2 ଲକ୍ଷ ଟଙ୍କା !

ଏହି ଟଙ୍କା 15 ଦିନ ଭିତରେ ଦାଖଲ ନକଲେ ତାଙ୍କ ଆବେଦନ ଖାରଜ ହେବ ବୋଲି ଏଥିରେ କୁହାଯାଇଛି । ତେବେ ସରକାର ‘5ଟି’ କଥା କହୁଥିବାବେଳେ ଏଠାରେ ଏହା କୁଆଡେ ଯାଇଛି ବୋଲି ପ୍ରଶ୍ନ ଉଠୁଛି । ସୂଚନା ଥାଉକି, ଜଣେ ଆରଟିଆଇ ମାଧ୍ୟମରେ କୌଣସି ସୂଚନା ଜାଣିବାକୁ ଚାହିଁଲେ ତାକୁ 100 ଟଙ୍କା ହିଁ ଦେବାକୁ ପଡିଥାଏ । ତେବେ ଏଠାରେ ଏହି ଭୁଲ ଆରଡିଏ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ସୂଚନା ଅଧିକାର ସହିତ ରାଜ୍ୟ ରେ 5ଟି ସରକାର। ଟ୍ରାନ୍ସପରେନ୍ସି ହେଉଛି ପ୍ରମୁଖ। କିନ୍ତୁ ବାସ୍ତବ ରେ ଏହା ଆଖି ଦେଖାଣିଆ ପ୍ରମାଣିତ ହୋଇଛି। ରାଉରକେଲା ର ବସନ୍ତି କଲୋନୀ ର ବିଜୟ କୁମାର ପ୍ରଧାନ RDA ଠାରୁ ସୂଚନା ଅଧିକାର ବଳ ରେ କିଛି ସୂଚନA ମାଗି ଥିଲେ। ଏହି ସୂଚନା ସମ୍ବନ୍ଧ ରେ 2 ଲକ୍ଷ18 ହଜ଼ର 204 ତାଙ୍କA ଜମା କରିବା ପାଇଁ କୁହ ଯାଇଛି। ଅର୍ଥାତ ସେ ଏହି ତାଙ୍କA କେବେ ହେଲେ ଦେଇ ପାରିବେ ନାହିଁ ତଥା ସୂଚନା ପାଇବାରୁ ବଞ୍ଚିତ ହେବେ।

Body:ପ୍ରଜାତନ୍ତ୍ର ରେ ପ୍ରଶ୍ନ କରିବାର ଅଧିକାର ଥିଲେ ମଧ୍ୟ କିଏ କରୁ ନ ଥିବାରୁ ସୂଚନା ଅଧିକାର ଦ୍ୱାରା ଏକ କ୍ରାନ୍ତି ଆସିଲା। ଏହା ସହିତ ରାଜ୍ୟ ସରକାରଙ୍କ 5 ଟି। ଅର୍ଥାତ ସବୁ ଟ୍ରାନ୍ସପରେଣ୍ଟ। RDA ତରଫ ରୁ ତାଙ୍କୁ ଚିଠି ଲେଖି ସ୍ପଷ୍ଟA କରA ଯାଇଛି କି ଏହି ସୂଚନା ପାଇ 3 ଜଣ କର୍ମଚାରୀଙ୍କୁ 3 ମାସ ପାଇଁ ନିୟୋଜିତ କରା ଯିବ। 15 ଦିନ ମଧ୍ୟ ରେ ଏହି ତାଙ୍କ ଜମା ନ କରିଲେ ତାଙ୍କ ଆବେଦନ ଖରୀଯ କରି ଦିA ଯିବ ବୋଲି କୁହା ଯାଉଛି।

Conclusion:ଆଜି ଯୁଗ ରେ ସମସ୍ତ ଜିନିଷ ଆନ ଲାଇନ ରେ ମିଳିବ କଥା ତଥା କମ୍ପୁଟର ରେ ଗୋଟିଏ କମଣ୍ଡ ରେ ସବୁ ବହାରିନ କଥା। ଆଶ୍ଚର୍ଯ୍ୟ ର କଥା ତିନି କର୍ମଚାରୀ ତିନି ମାସ ରେ ଏହି ସୂଚନା ବାହାର କରିବେ ପୁଣି 2 ଲକ୍ଷ18 ହଜାର 363 ଟଙ୍କା ଜମା କରିବା ପରେ। ଏହି ଘଟଣା ରୁ ସ୍ପଷ୍ଟ ହେଉଛି କି ସୂଚନA ର ଅଧିକାର ରୁ ଜଣେ ବଂଚିତ ହେବ ତଥା। 5ଟି ର ଦିମିଡ଼ିମି ସତ୍କାର ପିଟିଥିନ କଥା ମଧ୍ୟ ଭୁଲ ପ୍ରମାଣିତ ହେଉଛି।
ବାଇଟ- ବିଜୟ କୁମାର ପ୍ରଧାନ, ସୂଚନା ମାଗି ଥିବା ଯୁବକ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.