ETV Bharat / city

ରାଉରକେଲା NIT ପଛ ଦୋକାନରୁ ହୁକ୍କା ଜବତ - ଏସପି

NIT ପଛରେ ବରକାନିରେ ଏକ ଫାଷ୍ଟଫୁଡ଼ ଦୋକାନରୁ ହୁକ୍କା ଜବତ କରିବା ସହିତ ବିଭିନ୍ନ ମସଲା ଜବତ କରିଛି ପୋଲିସ । ହୁକ୍କାବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପୋଲିସର ପ୍ରତିଶୃତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା
author img

By

Published : Sep 1, 2019, 2:10 PM IST

ରାଉରକେଲା : NIT ପଛପଟେ ବରକାନିରେ ଥିବା ଏକ ଫାଷ୍ଟ ଫୁଡ଼ ଦୋକାନରୁ ହୁକ୍କା ଜବତ । ପୋଲିସ ଶନିବାର ରାତିରେ ଦୋକାନ ଉପରେ ଚଢାଉ କରି ହୁକ୍କା ଜବତ କରିବା ସହିତ ମାଲିକକୁ ଗିରଫ କରିଛି । ରାଉରକେଲା ନୂଆ ଏସପି କାର୍ଯ୍ୟଭାର ଗ୍ରହଣ କରିବା ପରେ ସହରରେ ଅବୈଧ ଭାବରେ ଚାଲିଥିବା ହୁକ୍କାବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା

ରାଉରକେଲା ସହରରେ ବିଭିନ୍ନ ସ୍ଥାନରେ ହୁକ୍କାବାର ଚାଲିଛି । ଯୁବକ ଯୁବତୀମାନେ ଏହାର ନିଶାରେ ଆସୁଥିବା ଦେଖାଯାଇଛି । ହୁକ୍କାବାରର ନିଶାରେ କମ ବୟସର ଯୁବକ ଯୁବତୀମାନେ ପଡି ପଥଭ୍ରଷ୍ଟ ହେଉଛନ୍ତି । ହୁକ୍କା ବାର ବନ୍ଦ କରିବା ପାଇଁ ପୋଲିସ କଣ ପଦକ୍ଷେପ ନେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- NIT ର ପଛରେ ବରକାନି ରେ ଏକ ଫାଷ୍ଟ ଫୁଡ଼ ଦୋକାନ ରୁ ହୁକ୍କା ଜପଟ କରିବା ସହିତ ପୋଲିସ ପ୍ରୟୋଗ ହେଉଠିନା ମସଲା ମଧ୍ୟ ଜପତ କରିଛି।Body:କଲି ରାତି ରେ ପୋଲିସ ଚଡଓ କରି କେତୋଟି ହୁକ୍କା ଜପଟ କରିଥିନ ବେଳେ ତାର ମାଲିକ କୁ ଧରି ଆଣିଥିଲା। ନୂଆ ଏସପି କାର୍ଯ୍ୟ ଭାର ଗ୍ରହଣ କରିବା ପରେ ସହର ରେ ଅବୈଧ ଭାବରେ ଚାଲି ଥିବା ହୁକ୍କା ବର ବିରୋଧରେ କାର୍ଯନୁଷ୍ଠାନ ଗ୍ରହଣ କରିବେ ବୋଲି କହି ଥିଲେ।Conclusion:ରାଉରକେଲା ସହର ରେ ବିଭିନଂ ସ୍ଥାନ ରେ ହୁକ୍କା ବର ଚାଲିଛି ତଥା ଯୁବକ ଯୁବତୀ ମାନେ ଏଜର ନିଶା ରେ ଆସୁ ଠିନା ଦେଖା ଯାଇଛି। ପୋଲିସ ହୁକ୍କା ବର ବନ୍ଦ କରିଣ ପାଇଁ କଣ କରୁଛି ତା ଉପରର ସମସ୍ତଙ୍କ ନଜର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.