ETV Bharat / city

ଘରେ କଳାକନା ବୁଲାଇଲେ ଚୋର, ପୋଲିସର ତଦନ୍ତ ଜାରି - ରାଉରକେଲା ଖବର

କେହିନଥିବା ବେଳେ ଚୋର ତାଲା ଭାଙ୍ଗି ଘରେ କଳାକନା ବୁଲାଇଛନ୍ତି। ଏକ ଘରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ବେଳେ, ଏ ଘଟଣାର ଅନୁସନ୍ଧାନ ଜାରି ରଖିଛି ପୋଲିସ। ଅଧିକ ଖବର ପଢନ୍ତୁ...

ଘରେ କଳାକନା ବୁଲାଇଲେ ଚୋର, ପୋଲିସର ତଦନ୍ତ ଜାରି
author img

By

Published : Nov 11, 2019, 6:26 PM IST

ରାଉରକେଲା:ଦିନକୁ ଦିନ ବଢୁଛି ଚୋରଙ୍କ ଉତ୍ପାତ। ଦିନ ହେଉକି ରାତି ପୋଲିସ ଆଖିରେ ଚକମା ଦେଇ ସେମାନେ ଲିପ୍ତ ରହୁଛନ୍ତି ଚୋରି କରିବା ଭଳି ଅପରାଧରେ। ବର୍ତ୍ତମାନ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସେକ୍ଟର 5, ଏ-46 ଅଞ୍ଚଳରେ।

ଘରେ କେହି ନଥିଲା ବେଳେ ଚୋର ତାଲା ଭାଙ୍ଗି ଚୈତନ୍ୟ ଚରଣ ସାମଲଙ୍କ ଘରେ କଳାକନା ବୁଲାଇଛନ୍ତି। ଘରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ବେଳେ ଘଟଣାର ଅନୁସନ୍ଧାନ ଜାରି ରଖିଛି ପୋଲିସ।ଚୋରି ହୋଇଥିବା ଘରର କୌଣସି ବ୍ୟକ୍ତି ସେଠାରେ ଉପସ୍ଥିତି ନାହାଁନ୍ତି। ଘରର କେହି ସଦସ୍ୟ ଫେରିବା ପରେ କଣ କଣ ଚୋରି ହୋଇଛି ତାହା ଜଣାପଡିବ। ସେକ୍ଟର ଅଞ୍ଚଳରେ ଚୋରଙ୍କ ଉତ୍ପାତ ଜାରି ରହିଛି। ପୋଲିସ ଚୋରଙ୍କ ଉପଦ୍ରବ ରୋକିବାରେ ସମ୍ପୂର୍ଣ ଭାବରେ ବିଫଳ ରହିଥିବାରୁ ଲୋକେ ନିଜ ଘର ଛାଡ଼ି ବାହାରକୁ ଯିବାକୁ ଭୟ କରୁଛନ୍ତି।

ଘରେ କଳାକନା ବୁଲାଇଲେ ଚୋର, ପୋଲିସର ତଦନ୍ତ ଜାରି

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଘରେ କେହି ନଥିଲା ବେଳେ ତାଲା ଭାଙ୍ଗି ସେକ୍ଟର - ୫, ର A/46 ରେ ରହୁ ଥିବା Chaitanya charan samal ଙ୍କ ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଘଟଣା ର ପୋଲିସ ଅନୁସନ୍ଧାନ ଜାରୀ ରହିଛି।

Body:ଘର ଲୋକଙ୍କ ଫେରିବା ପରେ ଏହା ସ୍ପଷ୍ଟ ହୋଇ ପାରିବ କୋ କଣ କଣ ଚୋରି ହୋଇଛି
ଚୋର ମନେ ଆଲମାରୀ ଖୋଲିବା ସହିତ ସବୁ ସ୍ଥାନ ରେ ସୁନା ତଥା ଟଙ୍କା ଖୋଜିଛନ୍ତି।

Conclusion:ସେକ୍ଟର ଅଂଚଲ ରେ ଚୋର ମାନଙ୍କ ଉତ୍ପାତ ଜାରି ରହିଛି। ପୋଲିସ ଚୋରଙ୍କ ଉତ୍ପାତ ରୋକିବାରେ ସମ୍ପୂର୍ଣ ଭାବ ରେ ବିଫର ରହି ଥିବାରୁ ଲୋକ ମାନେ ଘର ଛାଡ଼ି ଯିବାକୁ ଭୟ କରନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.