ETV Bharat / city

ବିଶ୍ରା ରେଞ୍ଜରେ 15 ବର୍ଷୀୟ ମାଈ ହାତୀର ମୃତ୍ୟୁ - elephant death in rourkela

ରାଉରକେଲା ଫରେଷ୍ଟ ଡିଭିଜନର ବିଶ୍ରା ରେଞ୍ଜର କୁଡହୁଡଙ୍ଗର ଖମାନଟୋଳିରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି।

elephant death
ବିଶ୍ରା ରେଞ୍ଜରେ ମାଈ ହାତୀର ମୃତ୍ୟୁ
author img

By

Published : Jan 8, 2020, 5:36 PM IST

ରାଉରକେଲା: ବିଶ୍ରା ରେଞ୍ଜରେ ଏକ ମାଈ ହାତୀର ମୃତ୍ୟୁ ଅଭିଯୋଗ । ରାଉରକେଲା ଫରେଷ୍ଟ ଡିଭିଜନର ବିଶ୍ରା ରେଞ୍ଜର କୁଡହୁଡଙ୍ଗର ଖମାନଟୋଳିରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ମୃତ ହାତୀର ବୟସ ପାଖାପାଖି 15 ବର୍ଷ ହେବ ବୋଲି କୁହାଯାଉଛି । ଏହି ଖବର ପାଇଁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀକୁ ଉଦ୍ଧାର କରିଛି ।

ବିଶ୍ରା ରେଞ୍ଜରେ ମାଈ ହାତୀର ମୃତ୍ୟୁ

ତେବେ ମୃତ ମାଈ ହାତୀର ଶରୀରରେ କୌଣସି କ୍ଷତ ବିକ୍ଷତର ଚିହ୍ନ ନଥିବାରୁ ଏହା କୌଣସି ଦୁର୍ଘଟଣା ଜନିତ ନୁହେଁ ବଂର ପ୍ରାକୃତିକ ଉପାୟରେ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଡିଏଫଓ କହିଛନ୍ତି । ମାତ୍ର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମାଈ ହାତୀ ମୃତ
ରାଉରକେଲା-ରାଉରକେଲା ଫୋରେଷ୍ଟ ଡିଭିଜନ ର ବିଶ୍ରା ରେଞ୍ଜ ର କୁଡହୁଡଙ୍ଗ ର ଖମାନଟୋଳି ରେ ଏକ ମଇ ହାତୀ ର ମୃତ୍ୟୁ ହୋଇଛି। ବନ ବିଭାଗ ର ଅଧିକାରୀ ମାନେ ପଶୁ ଚିକିତ୍ସକ ମାନଙ୍କୁ ନେଇ ମୃତ ହାତୀ ର ଶବ ବ୍ୟବଚ୍ଛେଦ ପରେ ତାକୁ ପୋତିବ ବ୍ୟବସ୍ଥା କରୁଛନ୍ତି।

Body:ଝାରଖଣ୍ଡ ସୀମାନ୍ତ ରେ 15 ବର୍ଷ ର ମାଇ ହାତୀ ର ମୃତ୍ୟୁ ର ଖବର ଆସିବା ପରେ ବନ ବିଭାଗ ଅଫିସର ମାନେ ଘଟଣା ସ୍ଥଳ ପହଂଚି ଥିଲେ। ଝାରଖଣ୍ଡ ର ଗ୍ରାମବାସୀଙ୍କ କହିବାର ଥିଲା କି ଏହି ହାତୀ ଅନ୍ୟ ଏକ ହାତୀ ସହିତ ଥିଲା ତଥା ସେ ଚାଲି ପାରୁ ନ ଥିଲା।

Conclusion:ରାଉରକେଲା Dfo କହିଛନ୍ତି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ।
ନାଇଟ- Sanjay ku. Swain,DFO, ରାଉରକେଲା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.