ETV Bharat / city

କୋରୋନା ସତର୍କତା: ରେଳଯାତ୍ରୀଙ୍କୁ ଟେମ୍ପରେଚର ମେସିନରେ ଯାଞ୍ଚ - କୋରୋନା ଭାଇରସ ଖବର

ରାଉରକେଲା ରେଳଷ୍ଟେସନରେ କୋରୋନା ସତର୍କତା ଜାରି । କୋରୋନାର ମୁକାବିଲା ପାଇଁ ରେଳ ଯାତ୍ରୀଙ୍କୁ ଟେମ୍ପରେଚର ମେସିନ ସାହାଯ୍ୟରେ ଯାଞ୍ଚ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରୀ ଦଳର ବ୍ୟବସ୍ଥା କରାଯାଇ ନାହିଁ । ଅଧିକ ପଢନ୍ତୁ...

coronavirus-passengers-checked-by-temprature-machine-in-rourkela
କୋରୋନା ସତର୍କତା: ରେଳଯାତ୍ରୀଙ୍କୁ ଟ୍ରେମ୍ଫରେଚର ମେସିନ ଦ୍ବାରା ଯାଞ୍ଚ
author img

By

Published : Mar 20, 2020, 8:46 PM IST

ରାଉରକେଲା: କୋରୋନା ସତର୍କତା ଜାରି । ରାଉରକେଲା ରେଳଷ୍ଟେସନରେ କୋରୋନାର ମୁକାବିଲା ପାଇଁ ରେଳ ଯାତ୍ରୀଙ୍କୁ ଟେମ୍ପରେଚର ମେସିନ ସାହାଯ୍ୟରେ ଯାଞ୍ଚ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରୀ ଦଳର ବ୍ୟବସ୍ଥା କରାଯାଇ ନାହିଁ ।

କୋରୋନା ସତର୍କତା: ରେଳଯାତ୍ରୀଙ୍କୁ ଟ୍ରେମ୍ଫରେଚର ମେସିନ ଦ୍ବାରା ଯାଞ୍ଚ

ଶୁକ୍ରବାର ରାଉରକେଲା ଷ୍ଟେସନ ପରିସରରେ ଗାର୍ଡ ମାନେ କୋରନା ପ୍ରତି ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଗାର୍ଡ ମାନେ ରେଳ ବିଭାଗ ଡାକ୍ତର ମାନଙ୍କ ସହିତ ମିଶି ସଚେତନତା କାର୍ଯ୍ୟକ୍ରମ କରିଥିଲେ। ରେଳବାଇ ପୋଲିସ ଆରପିଏଫର ଅଧିକାରୀ ତଥା ଯବାନ ମାନେ ବହୁତ ସଂଖ୍ୟାରେ ଭାଗ ନେଇଥିଲେ। ରେଳଷ୍ଟେସନରେ କୋରୋନା ସଂକ୍ରମଣକୁ ନେଇ ବ୍ୟାପକ ପ୍ରସାର ପ୍ରଚାର ଆରମ୍ଭ ହୋଇଛି।

ସୂଚନାଥାଉକି ରାଉରକେଲାରେ ବିମାନସେବା ନଥିବାରୁ ଟ୍ରେନ ଯୋଗେ ରାଜ୍ୟ ବାହାରୁ ତଥା ଦେଶ ବିଦେଶରୁ ଶହ ଶହ ଲୋକ ଆସିଥାନ୍ତି । ଏହି ଭଳି ପରିସ୍ଥିତିରେ ଏଠାରେ ସ୍କ୍ରିନିଂ ବ୍ୟବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.